ETV Bharat / city

ରାଜ୍ୟରେ ଦିନକରେ 1911 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Oct 31, 2020, 8:05 PM IST

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ 1911 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 245 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 1911 କୋରୋନା ଆକ୍ରାନ୍ତ ସୁସ୍ଥ
ଦିନକରେ 1911 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଦିନକରେ କୋରୋନାରୁ ହଜାରେ 911 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର ଅଛନ୍ତି । ତେବେ ରାଜ୍ୟରେ ଆଜି ପର୍ଯ୍ୟନ୍ତ କୋରୋନାରେ 2 ଲକ୍ଷ 75 ହଜାର 49 ଜଣ ସୁସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ଆଜି(ଶନିବାର) ସୁସ୍ଥ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 245 ଜଣ ଆରୋଗ୍ୟ ହୋଇ ଥିବାବେଳେ କଟକରୁ 153, ମୟୁରଭଞ୍ଜରୁ 96, ସୁନ୍ଦରଗଡରୁ 101, ଅନୁଗୁଳରୁ 78, କେନ୍ଦ୍ରାପଡାରୁ 62, ବଲାଙ୍ଗୀରରୁ 138, ବାଲେଶ୍ୱରରୁ 74, କଳାହାଣ୍ଡିରୁ 78, ଜଗତସିଂହପୁରରୁ 81, ନୂଆପଡାରୁ 76, କେନ୍ଦୁଝରରୁ 71, ବରଗଡରୁ 63, କେନ୍ଦ୍ରାପଡାରୁ 52, ଭଦ୍ରକ, ପୁରୀ ଓ ସମ୍ବଲପୁରରୁ 50, ଢେଙ୍କାନଲରୁ 46, ନବରଙ୍ଗପୁରରୁ 45, କୋରାପୁଟରୁ 42, ଝରସୁଗୁଡ଼ାରୁ 36, ନୟାଗଡରୁ 33, ଗଞ୍ଜାମରୁ 26, ମାଲକାନଗିରିରୁ 25, କନ୍ଧମାଳରୁ 24, ସୋନପୁରରୁ 20, ରାୟଗଡାରୁ 16, ଦେଓଗଡରୁ 9, ଗଜପତିରୁ 8, ବୌଦ୍ଧରୁ 2 ଷ୍ଟେଟ ପୋଲ 51 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.