ETV Bharat / city

ରାଜ୍ୟରେ ପୁଣି 186 କୋରୋନା ଆକ୍ରାନ୍ତ ଚିହ୍ନଟ

ରବିବାର ରାଜ୍ୟର 20ଟି ଜିଲ୍ଲାରେ 186 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3909ରେ ପହଞ୍ଚିଛି । ଅନ୍ୟପକ୍ଷରେ 1301ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 2594 ଜଣ ସୁସ୍ଥ ହେଲେଣି । ସେହିପରି 11 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 186 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ପୁଣି 186 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jun 14, 2020, 11:00 AM IST

ଭୁବନେଶ୍ବର: ରବିବାର ରାଜ୍ୟର 20ଟି ଜିଲ୍ଲାରେ 186 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3909ରେ ପହଞ୍ଚିଛି । ଅନ୍ୟପକ୍ଷରେ 1301ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 2594 ଜଣ ସୁସ୍ଥ ହେଲେଣି । ସେହିପରି 11 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କ୍ବାରେଣ୍ଟାଇନ ସେଣ୍ଟରରୁ 171 ଜଣ ପଜିଟିଭ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 15 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ 21 ଜଣ ଆକ୍ରାନ୍ତ ରହିଥିବା ବେଳେ ଝାରସୁଗୁଡାରେ 2, କେନ୍ଦୁଝରରେ 11, ଯାଜପୁରରେ 12, ମାଲକାନଗିରିରେ 1, କଟକରେ 12, ଜଗତସିଂହପୁରରେ 11, ଅନୁଗୁଳରେ 1, ଢେଙ୍କାନାଳରେ 2, ଭଦ୍ରକରେ 1, ଗଜପତିରେ 15, ବରଗଡ଼ରେ 16, କନ୍ଧମାଳରେ 22, କଳାହାଣ୍ଡିରେ 16, ଗଂଜାମରେ 4, ପୁରୀରେ 7, ସୁନ୍ଦରଗଡରେ 3, ବଲାଙ୍ଗୀରରେ 2, ମୟୂରଭଞ୍ଜରେ 13, କେନ୍ଦ୍ରାପଡାରେ 1 ଚିହ୍ନଟ ହୋଇଥିବା ବେଳେ 13 ଜଣ ଏନଡ଼ିଆରଏଫ ଓ ଓଡ଼ିଆରଏଫ ସହ ଅଗ୍ନିଶମ ବିଭାଗର କର୍ମଚାରୀ ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

corona
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.