ETV Bharat / city

ଗୋଟିଏ ଦିନରେ ରାଜ୍ୟରେ 1800 ଆକ୍ରାନ୍ତ ସୁସ୍ଥ

author img

By

Published : Oct 30, 2020, 8:52 PM IST

ଶୁକ୍ରବାର ରାଜ୍ୟରେ ମୋଟ 1800 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ରାଜ୍ୟରୁ 1800 ଆକ୍ରାନ୍ତ ସୁସ୍ଥ
ଗୋଟିଏ ଦିନରେ ରାଜ୍ୟରୁ 1800 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ 1800 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 73 ହଜାର 838ରେ ପହଞ୍ଚିଛି ।

ଶୁକ୍ରବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 233 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରେ 148, ମୟୂରଭଞ୍ଜରେ 94, ସୁନ୍ଦରଗଡରେ 76, ଅନୁଗୋଳରେ 81, କେନ୍ଦ୍ରାପଡାରେ 62, ବଲାଙ୍ଗୀରରେ 61, ବାଲେଶ୍ୱରରେ 72, କଳାହାଣ୍ଡିରେ 42, ଜଗତସିଂହପୁରରେ 60, ନୂଆପଡାରେ 100, ଝାରସୁଗୁଡାରେ 40, ଢେଙ୍କାନାଳରେ 35, ଯାଜପୁରରେ 66 ପୁରୀରେ 69, କେନ୍ଦୁଝରରେ 74, ବରଗଡରେ 65, ନବରଙ୍ଗପୁରରେ 53, ମାଲକାନଗିରିରେ 35, ସମ୍ବଲପୁରରେ 35, ଗଂଜାମରେ 29, କନ୍ଧମାଳରେ 29, ସୋନପୁରରେ 29, ନୟାଗଡରେ 27, ରାୟଗଡାରେ 12, ଦେଓଗଡରେ 8, ଗଜପତିରେ 7, ବୌଦ୍ଧରେ 6 ଓ ଷ୍ଟେଟ ପୋଲରେ 48 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.