ETV Bharat / city

ରାଜ୍ୟରେ କମୁଛି କୋରୋନା ସଂକ୍ରମିତ ସଂଖ୍ୟା, 24 ଘଣ୍ଟାରେ 1709 ନୂଆ ପଜିଟିଭ ଚିହ୍ନଟ

ରବିବାର 30 ଜିଲ୍ଲାରେ 1709 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ପଜିଟିଭ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେନଣ୍ଟିନରୁ 985 ଚିହ୍ନଟ ଥିବାବେଳେ 724 ଜଣ ସ୍ଥାନୀୟ ସଂକ୍ରମଣ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 1, 2020, 12:19 PM IST

ରାଜ୍ୟରେ କମୁଛି କୋରୋନା ସଂକ୍ରମିତ ସଂଖ୍ୟା, 24 ଘଣ୍ଟାରେ 1709 ନୂଆ ପଜିଟିଭ ଚିହ୍ନଟ
ରାଜ୍ୟରେ କମୁଛି କୋରୋନା ସଂକ୍ରମିତ ସଂଖ୍ୟା, 24 ଘଣ୍ଟାରେ 1709 ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ୍ । ଏହି କ୍ରମରେ 30 ଜିଲ୍ଲାରେ ଆଜି 1709 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ପଜିଟିଭ ଅଛନ୍ତି । ସେହିପରି ହୋମ କ୍ବାରେନଣ୍ଟିନରୁ 985 ଚିହ୍ନଟ ହୋଇଥିବାବେଳେ 724 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଖୋର୍ଦ୍ଧାରେ 221 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 115, ଅନୁଗୋଳରେ 79, ବାଲେଶ୍ୱରରେ 61, ବରଗଡରେ 99, ଭଦ୍ରକରେ 11, ବଲାଙ୍ଗୀରରେ 53, ବୌଦ୍ଧରେ 18, ଢେଙ୍କାନାଳରେ 64, ଗଞ୍ଜାମରେ 19, ଜଗତସିଂହପୁରରେ 68, ଯାଜପୁରରେ 41, ଝାରସୁଗୁଡ଼ାରେ 28, କଳାହାଣ୍ଡିରେ 72, କନ୍ଧମାଳରେ 20, କେନ୍ଦ୍ରାପଡାରେ 50, କେନ୍ଦୁଝରରେ 72, କୋରାପୁଟରେ 38, ମାଲକାନଗିରିରରେ 39, ମୟୂରଭଞ୍ଜରେ 121, ନବରଙ୍ଗପୁରରେ 26, ନୟାଗଡରେ 29, ନୂଆପଡାରେ 86, ପୁରୀରେ 58, ରାୟଗଡାରେ 16, ସମ୍ବଲପୁରରେ 43, ସୋନପୁରରେ 7, ସୁନ୍ଦରଗଡରେ 107 ଏବଂ ଷ୍ଟେଟ ପୋଲରେ 35 ଜଣ ଅଛନ୍ତି ।

ଆଜିର ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2,91,825 ହୋଇଥିବାବେଳେ ସୁସ୍ଥ ହେଇଛନ୍ତି 2,75,749 ଏବଂ 14,692ଟି ସକ୍ରିୟ ମାମଲା ରହିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 46,01,860 ଜଣଙ୍କ ସ୍ବାବ ଟେଷ୍ଟ ହୋଇସାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.