ETV Bharat / city

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ; ପୁଣି ଗଲା 17 ଜୀବନ

author img

By

Published : Oct 17, 2020, 12:07 PM IST

Updated : Oct 17, 2020, 12:18 PM IST

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆଜି ପୁଣି କୋରୋନାରେ 17 ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା 1 ହଜାର 121କୁ ବୃଦ୍ଧି ପାଇଛି ।

କମୁଛି ସଂକ୍ରମଣ ହେଲେ ମୃତ୍ୟୁ ଉପରେ ନାହିଁ ନିୟନ୍ତ୍ରଣ,  କୋରୋନାରେ ଆଜି 17 ମୃତ

ଭୁବନେଶ୍ବର: କମୁଛି ସଂକ୍ରମଣ ହେଲେ ମୃତ୍ୟୁ ଉପରେ ନାହିଁ ନିୟନ୍ତ୍ରଣ । ଆଜି ପୁଣି କୋରୋନାରେ 17 ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା 1 ହଜାର 121କୁ ବୃଦ୍ଧି ପାଇଛି ।

ଅନୁଗୋଳରୁ 56 ବର୍ଷୀୟ ପୁରୁଷ, ବାଲେଶ୍ବରରୁ 69 ବର୍ଷୀୟ ପୁରୁଷ, ଭୁବନେଶ୍ବରର 57 ବର୍ଷୀୟ ମହିଳା, 73 ବର୍ଷୀୟ ମହିଳା ଓ 70 ବର୍ଷୀୟ ପୁରୁଷ, 76 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ 65 ବର୍ଷୀୟ ମହିଳା ଓ 49 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 79 ବର୍ଷୀୟ ପୁରୁଷ, କନ୍ଧମାଳରୁ 53 ବର୍ଷୀୟ ପୁରୁଷ, କେନ୍ଦୁଝରରୁ 74 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ଖୋର୍ଦ୍ଧାର 37 ବର୍ଷୀୟ ମହିଳା, ମୟୂରଭଞ୍ଜର 58 ବର୍ଷୀୟ ପୁରୁଷ, ନୟାଗଡର 66 ବର୍ଷୀୟ ପୁରୁଷ, ପୁରୀର 77 ବର୍ଷୀୟ ପୁରୁଷ, ରାଉରକେଲାର 64 ବର୍ଷୀୟ ମହିଳା, ସମ୍ବଲପୁରର 75 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା 1 ହଜାର 121କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 17, 2020, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.