ETV Bharat / city

ରାଜ୍ୟରେ 1600 ପାର୍ କୋରୋନା ଜନିତ ମୃତ୍ୟୁ ସଂଖ୍ୟା

author img

By

Published : Nov 20, 2020, 12:21 PM IST

ରାଜ୍ୟରେ ପୁଣି ଗଡ଼ିଲା 16 ଜଣଙ୍କ ମୁଣ୍ଡ। ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କରୋନା ରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1608। ଅଧିକ ପଢନ୍ତୁ...

ରାଜ୍ୟରେ 1600 ପାର୍ କଲା କୋରୋନା ଜନିତ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଖସୁଛି କୋରୋନା ଗ୍ରାଫ । ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ 16 ଜଣଙ୍କ ଜୀବନ ନେଲା କିଲର ଭାଇରସ । ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 16ଶହ ପାର କରିଛି । ଆଜିର 16ଜଣଙ୍କ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 1608ରେ ପହଞ୍ଚିଛି ।

ଏହି 16ଜଣଙ୍କ ମଧ୍ୟରେ ବରଗଡରେ 65 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । କଟକରେ 65 ବର୍ଷ, 74 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ 60 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଗଂଜାମରେ 58 ବର୍ଷର 39 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁରରେ 60 ବର୍ଷର ପୁରୁଷ, ଝାରସୁଗୁଡ଼ାରେ 65 ବର୍ଷର ପୁରୁଷ, ପୁରୀରେ 61 ବର୍ଷର ପୁରୁଷ, ସମ୍ବଲପୁରରେ 59 ବର୍ଷର ଓ 48 ବର୍ଷର ପୁରୁଷ, ସୁବର୍ଣ୍ଣପୁରରେ 38 ବର୍ଷର ପୁରୁଷ, ସୁନ୍ଦରଗଡରେ 66 ବର୍ଷର ପୁରୁଷ, 69 ବର୍ଷର ପୁରୁଷ ଓ 45 ବର୍ଷର ମହିଳା ଓ 46 ବର୍ଷର ପୁରୁଷଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.