ETV Bharat / city

ପୁଣି ରାଜ୍ୟରୁ 16 ମୁଣ୍ଡ ନେଲା କୋରୋନା

author img

By

Published : Oct 25, 2020, 11:57 AM IST

ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ରବିବାର 16 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପୁଣି ରାଜ୍ୟରୁ 16 ମୁଣ୍ଡ ନେଲା କୋରୋନା
ପୁଣି ରାଜ୍ୟରୁ 16 ମୁଣ୍ଡ ନେଲା କୋରୋନା

ଭୁବନେଶ୍ବର: ପୁଣି କୋରୋନା ନେଲା 16 ମୁଣ୍ଡ । ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ରବିବାର 16 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1245ରେ ପହଞ୍ଚିଛି ।

16 ମୃତକଙ୍କ ମଧ୍ୟରେ ଗଞ୍ଜାମର 70 ବର୍ଷର ବୃଦ୍ଧ, ଭୁବନେଶ୍ୱରରେ 62 ଓ 50 ବର୍ଷର ମହିଳା, ଢେଙ୍କାନାଳରେ 40 ବର୍ଷର ଓ 46 ବର୍ଷର ମହିଳା, ଅନୁଗୋଳରେ 45 ବର୍ଷର ଯୁବକ ଓ 67 ବର୍ଷର ବୃଦ୍ଧ, ସୁନ୍ଦରଗଡରେ 62 ବର୍ଷର ବୃଦ୍ଧ ଓ 48 ବର୍ଷର ପୁରୁଷ, ମାଲକାନଗିରିରେ 75 ବର୍ଷର ବୃଦ୍ଧ, ପୁରୀରେ 82 ବର୍ଷର ବୃଦ୍ଧ, କେନ୍ଦୁଝରରେ 59 ବର୍ଷର ପୁରୁଷ, ଗଜପତିରେ 65 ବର୍ଷର ବୃଦ୍ଧ, ବାଲେଶ୍ୱରରେ 66 ବର୍ଷର ବୃଦ୍ଧ ଓ 45 ବର୍ଷର ପୁରୁଷ ଏବଂ ବରଗଡରେ 67 ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.