ETV Bharat / city

ଆହାରକୁ ମିଳିଲା ISO ସାର୍ଟିଫିକେଟ

author img

By

Published : Dec 2, 2019, 7:15 PM IST

ଆହାରକୁ ମିଳିଲା ଆଇଏସଓ(ISO) ମାନ୍ୟତା। ରାଜ୍ୟର ଥିବା 158ଟି ଆହାର କେନ୍ଦ୍ର ଓ 34ଟି ରୋଷେଇଶାଳାକୁ ମିଳିଛି ଏହି ପ୍ରମାଣପତ୍ର।

pratap jena
ଆହାରକୁ ମିଳିଲା ISO ସାର୍ଟିଫିକେଟ

ଭୁବନେଶ୍ବର: ଆହାରକୁ ମିଳିଲା ଆଇଏସଓ(ISO) ମାନ୍ୟତା। ରାଜ୍ୟର ଥିବା 158ଟି ଆହାର କେନ୍ଦ୍ର ଓ 34ଟି ରୋଷେଇଶାଳାକୁ ମିଳିଛି ଏହି ପ୍ରମାଣପତ୍ର।

naveen pattaink
ଆହାରକୁ ମିଳିଲା ISO ସାର୍ଟିଫିକେଟ

ଏଥିପାଇଁ ନଗର ଉନ୍ନୟନ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢାଇଥିବା ଶିଳ୍ପସଂସ୍ଥାକୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ଏହି ପ୍ରମାଣ ପତ୍ର ମିଳିବା ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ଏହା ଖୁସିର କଥା, ଖାଦ୍ୟର ଗୁଣବତ୍ତା ଦୃଷ୍ଟିରୁ ଆମକୁ ଏହି ଆଇଏସଓ ସାର୍ଟିଫିକେଟ ମିଳିଛି ବୋଲି ସେ କହିଛନ୍ତି। ଆହାର ଯୋଜନାରେ ସହରାଞ୍ଚଳର ଗରିବ ଲୋକଙ୍କୁ ପାଞ୍ଚ ଟଙ୍କାରେ ଖାଇବାକୁ ଦେଉଛନ୍ତି ସରକାର।

ଆହାରକୁ ମିଳିଲା ISO ସାର୍ଟିଫିକେଟ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଆହାର କୁ ମିଳିଲା ISO ମାନ୍ୟତା । ରାଜ୍ୟର ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳାକୁ ମିଳିଛି ଏହି ଆଇଏସଓ ପ୍ରମାଣପତ୍ର । Body:ଏଥିପାଇଁ ସହରାଚଂଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Conclusion:ଆହାର ଯୋଜନାରେ ସହରାଂଚଳର ଗରିବ ଲୋକମାନଙ୍କୁ ମାତ୍ର ପାଂଚ ଟଙ୍କା ଦେଇ ଲୋକମାନେ ପେଟପୁରା ଖାଇପାରୁଛନ୍ତି । ଏହି ପ୍ରମାଣ ପତ୍ର ମିଳିବା ପରେ ସହରାଂଚଳ ବିକାଶ ର ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ,ଏହା ଖୁସିର କଥା ,ଜନସାଧାରଣ ମଧ୍ୟ ଖୁସି ଅଛନ୍ତି ,ଏବେ ଗୁଣବତ୍ତା ଦୃଷ୍ଟିରୁ ଆମକୁ ଏହି ISO ସାର୍ଟିଫିକେଟ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.