ETV Bharat / city

ରାଜ୍ୟରେ 3 ଲକ୍ଷ ନିକଟତର କୋରୋନା ସୁସ୍ଥ ସଂଖ୍ୟା - Covid-19 Patients Recover In Odisha

ରାଜ୍ୟରେ ଆଜି 1521 ଜଣ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 289689 ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ରାଜ୍ୟରେ 3 ଲକ୍ଷ ନିକଟତର କୋରୋନା ସୁସ୍ଥ ସଂଖ୍ୟା

author img

By

Published : Nov 9, 2020, 9:12 PM IST

ଭୁବନେଶ୍ବର: ରାଜ୍ୟରେ ଆଜି 1521 ଜଣ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 289689 ରେ ପହଞ୍ଚିଛି ।

ରାଜ୍ୟରେ ସୁସ୍ଥ ସଂଖ୍ୟା 3 ଲକ୍ଷ ନିକଟତର ରହିଛି। ଆଜି 30 ଟି ଜିଲ୍ଲରେ 1521 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ 151, କଟକରେ 114, ସୁନ୍ଦରଗଡ଼ରେ 124, ଅନୁଗୁଳରେ 108, ମୟୁରଭଞ୍ଜରେ 95, ଜଗତସିଂହପୁରରେ 90, ନୂଆପଡାରେ 81, କେନ୍ଦ୍ରାପଡାରେ 72, ଢେଙ୍କାନାଳରେ 68, ପୁରୀରେ 63, ବରଗଡରେ ବାଲେଶ୍ୱରରେ 59, ବଲାଙ୍ଗୀରରେ 55, ନୟାଗଡ ରେ 49, ଯାଜପୁରରେ 38, କେନ୍ଦୁଝରରେ 33, ସମ୍ବଲପୁରରେ 33, କଳାହାଣ୍ଡିରେ 31, ମାଲକାନଗିରିରେ 29, ସୋନପୁରରେ 23, ନବରଙ୍ଗପୁରରେ 20, କୋରାପୁଟରେ 19, ଗଂଜାମରେ 18, ଝରସୁଗୁଡ଼ାରେ 17, ରାୟଗଡାରେ 13, କନ୍ଧମାଳରେ 11, ଭଦ୍ରକରେ 10, ଦେଓଗଡରେ 4, ଗଜପତି ରେ 3, ଷ୍ଟେଟ ପୋଲରେ 29 ଜଣ ସୁସ୍ଥ ହୋଇଛନ୍ତି ।

ମୋଟ ଆକାରରେ ରାଜ୍ୟରେ ସୁସ୍ଥ ସଂଖ୍ୟା 289689 ଜଣ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.