ETV Bharat / city

ଦିନକରେ 15 ମୁଣ୍ଡ ନେଲା କୋରୋନା, ମୋଟ ମୃତ୍ୟୁ ସଂଖ୍ୟା 1229

author img

By

Published : Oct 24, 2020, 12:01 PM IST

Updated : Oct 24, 2020, 12:36 PM IST

ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବାବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି 15 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 1229ରେ ପହଁଚିଛି ।

ଦିନକରେ 15 ମୁଣ୍ଡ ନେଲା କୋରୋନା, ମୋଟ ମୃତ୍ୟୁ ସଂଖ୍ୟା 1229
ଦିନକରେ 15 ମୁଣ୍ଡ ନେଲା କୋରୋନା, ମୋଟ ମୃତ୍ୟୁ ସଂଖ୍ୟା 1229

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବାବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି 15 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 1229ରେ ପହଁଚିଛି ।

ଅନୁଗୋଳରେ 60 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ବୌଦ୍ଧରେ 51 ବର୍ଷର ପୁରୁଷ, ବରଗଡରେ 53 ବର୍ଷର ପୁରୁଷ, ଝାରସୁଗୁଡାରେ 60 ବର୍ଷର ପୁରୁଷ, କନ୍ଧମାଳରେ 62 ବର୍ଷର ମହିଳା, ପୁରୀରେ 48 ବର୍ଷର ପୁରୁଷ, ସୁନ୍ଦରଗଡରେ 73 ବର୍ଷର ଓ 78 ବର୍ଷର ପୁରୁଷ, ସମ୍ବଲପୁରରେ 60 ବର୍ଷର ପୁରୁଷ, ଗଜପତିରେ 69 ବର୍ଷର ପୁରୁଷ, ଭୁବନେଶ୍ବରରେ 64 ବର୍ଷର ଓ 39 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ସେହିପରି ମୟୂରଭଞ୍ଜରେ 62 ଓ 42 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ବାଲେଶ୍ବରରେ 52 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 24, 2020, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.