ETV Bharat / city

କୋରୋନାରେ ଆଖି ବୁଜିଲେ ଆଉ 15 ଆକ୍ରାନ୍ତ

author img

By

Published : Nov 18, 2020, 12:02 PM IST

କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି । ଆଜି ପୁଣି 15 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1575ରେ ପହଞ୍ଚିଛି । ଅଧିକ ପଢନ୍ତୁ...

corona death update of odisha
ରାଜ୍ୟରେ ସ୍ଥିର ରହିଛି କୋରୋନା ମୃତ୍ୟୁ ସଂଖ୍ୟା, ପୁଣି 15 ମୃତ

ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ ସ୍ଥିର ରହିଛି ମୃତ୍ୟୁ ସଂଖ୍ୟା । ଆଜି ପୁଣି 15 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1575 ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମୃତକଙ୍କ ମଧ୍ୟରେ ବାଲେଶ୍ବରର 96 ବର୍ଷର ପୁରୁଷ, ଗଜପତିରୁ 54 ଓ 74 ବର୍ଷର ପୁରୁଷ, ଭୁବନେଶ୍ବରରୁ 70 ବର୍ଷର ପୁରୁଷ, କୋରାପୁଟର 75 ବର୍ଷର ପୁରୁଷ, କେନ୍ଦ୍ରାପଡାରୁ 54 ବର୍ଷର ପୁରୁଷ, ଯାଜପୁରର 70 ବର୍ଷର ମହିଳାଙ୍କ ମୃତ୍ୟୁ ଘଟିଛି । ସେହିପରି ସମ୍ବଲପୁରରୁ 50 ଓ 70 ବର୍ଷର ପୁରୁଷ, ମୟୂରଭଞ୍ଜରୁ 37 ବର୍ଷର ପୁରୁଷ, ସୁବର୍ଣ୍ଣପୁରରୁ 60 ବର୍ଷର ପୁରୁଷ ଓ 62 ବର୍ଷର ମହିଳା, ସୁନ୍ଦରଗଡ଼ରୁ 58 ଓ 70 ବର୍ଷର ପୁରୁଷ ଏବଂ 60 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.