ETV Bharat / city

ITDC ନାଁରେ 15 କୋଟିର ଡିଲ୍‌, ଠକେଇ ଶିକାର ପରେ ବ୍ୟବସାୟୀଙ୍କୁ ବ୍ରେନଷ୍ଟ୍ରୋକ - ଇଣ୍ଡିଆନ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ୍

ହୋଟେଲ ବିକ୍ରି କରାଇ ଦେବା ନାଁରେ ITDC ବିରୋଧରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ITDC ନାଁରେ 15 କୋଟି ଟଙ୍କା ଠକେଇ ଅଭିଯୋଗ
ITDC ନାଁରେ 15 କୋଟି ଟଙ୍କା ଠକେଇ ଅଭିଯୋଗ
author img

By

Published : Oct 23, 2021, 2:48 PM IST

ଭୁବନେଶ୍ବର: ହୋଟେଲେ ବିକ୍ରି କରାଇ ଦେବା ନାଁରେ ITDC ବା ଇଣ୍ଡିଆନ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ୍ ବିରୋଧରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ୱିଙ୍ଗ୍(EOW) ।

ITDC ନାଁରେ 15 କୋଟି ଟଙ୍କା ଠକେଇ ଅଭିଯୋଗ

ଗିରଫ ବ୍ୟକ୍ତିଙ୍କ ନାମ ଅନିକେଶ ରାଉତ ବୋଲି ଜଣାପଡ଼ିଛି । ପୁରୀରେ ଥିବା ନୀଳାଚଳ ଅଶୋକ ହୋଟେଲ ବିକ୍ରି କରିବା ପାଇଁ ମିଛରେ ଡିଲ କରିଥିବା ଅଭିଯୋଗ । ନିଜକୁ ITDCର ବରିଷ୍ଠ ଅଧିକାରୀ ଦର୍ଶାଇ ହୋଇଥିଲା ଡିଲ କରୁଥିଲା ଗିରଫ ଅନିକେଶ । ତେବେ ହୋଟେଲ ନୀଳଚକ୍ର ଅଶୋକ ବିକ୍ରି ଷଡଯନ୍ତ୍ର କରିବା ଅଭିଯୋଗ ହୋଇଛି । ୧୫ କୋଟି ଟଙ୍କାରେ ବିକ୍ରି ପାଇଁ ବଡ ଧରଣର ଯୋଜନା ହୋଇଥିଲା । ଏଥିପାଇଁ ୩ କୋଟି ଟଙ୍କା ଡିଲ ହୋଇଥିଲା । ଏହି ମାମଲାରେ ଅନିକେଶଙ୍କୁ ଗିରଫ କରିଛି EOW ।

ପୁରୀ ବ୍ୟବସାୟୀ ତପନ ମହାନ୍ତିଙ୍କୁ ବିକ୍ରି କରିବାକୁ ଯୋଜନା ହୋଇଥିଲା । ଏଥିପାଇଁ ତପନ ମହାନ୍ତି ୨୦ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ ଓ ୩୦ ଲକ୍ଷ କ୍ୟାସ ଦେଇଥଲେ । ପରେ ଜାଣିଲେ ସେ ଠକେଇର ଶିକାର ହୋଇଛନ୍ତି । ଠକେଇ ହେବା ଜାଣିବା ପରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.