ETV Bharat / city

ଆଜିଠୁ ୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚାମ୍ପିଅନସିପ୍ - ୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚାମ୍ପିଅନସିପ୍

ରାଜଧାନୀରେ ଶୁକ୍ରବାରଠୁ ୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚମ୍ପିଅନସିପ୍ ୨୦୨୧-୨୨ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ଚମ୍ପିଆନସିପ୍ ଆୟୋଜନ ହେଉଛି । ଅଧିକ ପଢ଼ନ୍ତୁ

ଆଜିଠୁ ୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚାମ୍ପିଅନସିପ୍ ୨୦୨୧-୨୨

author img

By

Published : Feb 25, 2022, 6:38 PM IST

ଭୁବନେଶ୍ବର: ରାଜଧାନୀରେ ଶୁକ୍ରବାରଠୁ ୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚମ୍ପିଅନସିପ୍ ୨୦୨୧-୨୨ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ଚମ୍ପିଆନସିପ୍ ଆୟୋଜନ ହେଉଥିବା ବେଳେ ରାଜ୍ୟରୁ ୧୨ ଜଣ ଖେଳାଳି ଏହି ଚମ୍ପିଆନସିପ୍‌ର ପ୍ରତିନିଧିତ୍ବ କରୁଛନ୍ତି । ମୋଟ ୧୭ ରାଜ୍ୟର ଖେଳାଳି ଏଥିରେ ଭାଗ ନେଇଛନ୍ତି ।

ଆଜିଠୁ ୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚାମ୍ପିଅନସିପ୍ ୨୦୨୧-୨୨

୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚାମ୍ପିଅନସିପ୍ ୨୦୨୧-୨୨ ଆଜିଠାରୁ(ଫେବ୍ରୁଆରୀ ୨୫)ରୁ ଫେବ୍ରୁଆରୀ ୨୭ ତାରିଖ ଯାଏଁ ଭୁବନେଶ୍ୱରର ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟରେ ସମଗ୍ର ଭାରତରେ ସମୁଦାୟ ୧୩୭ ପଦକ ପାଇଁ ଲଢ଼େଇ କରିବେ । କାଟେଗୋରୀ A ଓ B ବର୍ଗରେ ଏହି ଚମ୍ପିଆନ୍‌ସିପ ଆରମ୍ଭ ହୋଇଛି । ଚମ୍ପିଆନସିପ୍‌କୁ ନେଇ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ପାରାଲମ୍ପିକ ପଦକ ବିଜେତା ତଥା ପାରାଆଥ୍‌ଲେଟ ସଂଘ ସଭାପତି ଡକ୍ଟର ଦୀପା ମଲିକ ଯୋଗଦେଇ ଏହି ଚମ୍ପିଆନସିପ୍‌ ଉଦଘାଟନ କରିଥିଲେ । ଆଉ ଏଭଳି ଏକ ଚମ୍ପିଆନ୍‌ସିପରେ ଓଡ଼ିଶାର ଅବଦାନକୁ ଦୀପା ମଲିକ ପ୍ରଶଂସା କରିଛନ୍ତି । ବେଳେ ପାରାଲମ୍ପିକକୁ ନେଇ ଓଡ଼ିଶା ବେଶ୍‌ ଆଗକୁ ଯିବ ବୋଲି କହିଛନ୍ତି ଦୀପା । ଅନ୍ୟପଟେ ଏହିଚମ୍ପିଆନସିପ୍‌ରେ ଅନ୍ତର୍ଜାତୀୟ ୭ ପାରାଅଲମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.