ETV Bharat / city

ରାଜ୍ୟରେ ପୁଣି 14 ମୁଣ୍ଡ ନେଲା କୋରୋନା

author img

By

Published : Oct 26, 2020, 1:01 PM IST

ରାଜ୍ୟରେ ପୁଣି 14 ଜଣଙ୍କ ଜୀବନ ନେଲା କୋରୋନା । ସମୁଦାୟ ମୃତକଙ୍କ ସଂଖ୍ୟା 1259କୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 14 ମୁଣ୍ଡ ନେଲା କୋରୋନା
ରାଜ୍ୟରେ ପୁଣି 14 ମୁଣ୍ଡ ନେଲା କୋରୋନା

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉନାହିଁ । ଆଜି ପୁଣି 14 ମୁଣ୍ଡ ନେଇଛି କୋରୋନା । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 1259ରେ ପହଞ୍ଚିଛି ।

ନୂଆ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ 3, କେନ୍ଦୁଝରରୁ 2, ମୟୂରଭଞ୍ଜରୁ 2, ନୂଆପଡାରୁ 2, ସୁନ୍ଦରଗଡରୁ 2, ସମ୍ବଲପୁରରୁ ଜଣେ, ଗଞ୍ଜାମରୁ ଜଣେ ଓ ବରଗଡରୁ ଜଣେ ରହିଛନ୍ତି ।

ତେବେ ଖୋର୍ଦ୍ଧାର 3 ମୃତକଙ୍କୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା 215ରେ ପହଞ୍ଚିଥିବାବେଳେ ଗଞ୍ଜାମରେ 227ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.