ETV Bharat / city

ଭୁବନେଶ୍ୱରରେ ଆଜି ନୂଆ 133 ପଜିଟିଭ ଚିହ୍ନଟ, 200 ସୁସ୍ଥ - ଭୁବନେଶ୍ୱରରେ ଆଜି ନୂଆ 133 ପଜିଟିଭ ଚିହ୍ନଟ

ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା। ଆଜି ରାଜ୍ୟରେ 133 ଜଣ ଆକ୍ରାନ୍ତ ହୋଇଥିବା ବେଳେ 200 ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱରରେ ଆଜି ନୂଆ 133 ପଜିଟିଭ ଚିହ୍ନଟ,  200 ଜଣ ସୁସ୍ଥ

author img

By

Published : Aug 10, 2020, 8:13 PM IST

ଭୁବନେଶ୍ୱର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା। ଆଜି ରାଜ୍ୟରେ 133 ଜଣ ଆକ୍ରାନ୍ତ ହୋଇଥିବା ବେଳେ 200 ଜଣ ସୁସ୍ଥ ହୋଇଛନ୍ତି ।

ଆଜି ଗୋଟେ ଦିନରେ 133 ଆକ୍ରାନ୍ତ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନରୁ 96 ଓ ସ୍ଥାନୀୟ ସଂକ୍ରମଣ 37 ଚିହ୍ନଟ ହୋଇଛନ୍ତି । ଏତିକି ବେଳେ 200 ଜଣ ସୁସ୍ଥ ହୋଇ ଫେରିଛନ୍ତି । କ୍ଵାରେନଣ୍ଟାଇନ କେନ୍ଦ୍ରରୁ 96 ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 7 ଜଣ ହେଉଛନ୍ତି ବିଜେବି ନଗର ଅଞ୍ଚଳର, 7 ଜଣ ପଳାଶୁଣି ଅଞ୍ଚଳର, 7 ଜଣ ନୟାପଲ୍ଲୀ ଅଞ୍ଚଳର, 5 ଜଣ ଆଇଆରସି ଭିଲେଜ ଅଞ୍ଚଳର ।

ସେହିପରି 4 ମଞ୍ଚେଶ୍ୱର, 4 ଜଣ ଓଲ୍ଡ ଟାଉନ, 4 ଜଣ ଲକ୍ଷ୍ମୀସାଗର ଅଞ୍ଚଳ, 3 ଜଣ ବମୀଖାଲ, 3 ଜଣ ବଡଗଡ, 3 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ, 3 ଜଣ ସମନ୍ତରାୟପୁର , 3 ଜଣ ନୟାପଲ୍ଲୀ, ସେହିପରି ଭାବରେ ଚକେଇସିଆଣି, କଳିଙ୍ଗ ବିହାର, ସାଲିଆ ସାହି ଆଦିରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ 37 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେକେ 3 ଜଣ ଡୁମଡୁମା ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ 3 ଜଣ ଝାରପଡ଼ା, 2 ଜଣ ସୂର୍ଯ୍ୟ ନଗର, 2 ଜଣ ଜୟଦେବ ବିହାର, 2 ଜଣ ଭିଭିଏସ ନଗର, ସେହିପରି ଭାବରେ ୟୁନିଟ 8, ଭୀମଟାଙ୍ଗି, ଚକେଇସିଆଣି, କଟକ ପୁରୀ ରୋଡ଼, ଲିଙ୍ଗରାଜ ବିହାର, ଭୋଇ ନଗର, ନୀଳାଦ୍ରି ବିହାର ଆଦି ଅଞ୍ଚଳରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ 200 ଜଣ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4062 ହୋଇଥିବା ବେଳେ ସୁସ୍ଥ ସଂଖ୍ୟା 2673 ରହିଛନ୍ତି । ଏବେ ସୁଦ୍ଧା ମୋଟ ସକ୍ରିୟ ମାମଲା 1367 ଓ ମୃତ୍ୟୁ ସଂଖ୍ୟା 20 ରହିଛି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.