ETV Bharat / city

ରାଜ୍ୟରେ ପୁଣି 13 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି

author img

By

Published : Aug 9, 2020, 12:05 PM IST

ଆଜି ରାଜ୍ୟରେ ସର୍ବାଧିକ 13 କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି ପାଇଛି ।

ରାଜ୍ୟରେ ପୁଣି 13 କୋରୋନାଙ୍କ ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ 13 କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି ପାଇଛି । ସର୍ବୋପରି ଆଜି ମଧ୍ୟ ଗଞ୍ଜାମର ସର୍ବାଧିକ କୋରୋନାରେ ପ୍ରାଣ ହରାଇଛନ୍ତି ।

ବାଲେଶ୍ୱରର 81 ବର୍ଷୀୟ ପୁରୁଷ, ଭୁବନେଶ୍ୱରରୁ 52 ବର୍ଷୀୟ ପୁରୁଷ, ଖୋର୍ଦ୍ଧାର 60 ବର୍ଷୀୟ ପୁରୁଷ, କୋରାପୁଟର 47ବର୍ଷୀୟ ଓ 65 ବର୍ଷୀୟ ପୁରୁଷ , ବରଗଡର 39 ବର୍ଷୀୟ ପୁରୁଷ, ନୟାଗଡର 60 ବର୍ଷୀୟ ପୁରୁଷ, ଗଞ୍ଜାମର 6 ଜଣ 65, 66, 37, 50 ଓ 40 ବର୍ଷୀୟ ପୁରୁଷ, ଗଞ୍ଜାମର 60 ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଛନ୍ତି ।

ଆଜି ରାଜ୍ୟରେ ମୋଟ 1734 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ 1075 ଓ 659 ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 650183 ଟେଷ୍ଟ ସରିଥିବା ବେଳେ 30241 ସୁସ୍ଥ ହୋଇ ଫେରିଛନ୍ତି । ଏବେ ମୋଟ ଆକ୍ଟିଭ ମାମଲା 15365 ରହିଛି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.