ETV Bharat / city

ରାଜ୍ୟରେ କୋରୋନାରେ ଆଉ 12 ମୃତ, ମୋଟ ସଂଖ୍ୟା 482କୁ ବୃଦ୍ଧି - odisha corona update

ରବିବାର ରାଜ୍ୟରେ ପୁଣି କୋରୋନା କାରଣରୁ 12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା 482ରେ ପହଁଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାରେ ଆଉ 12 ମୃତ, ମୋଟ ସଂଖ୍ୟା 482କୁ ବୃଦ୍ଧି

author img

By

Published : Aug 30, 2020, 12:06 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ 1 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା । ତେବେ ରବିବାର କୋରୋନାରେ 12 ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନେଶ୍ୱରର 53 ବର୍ଷିୟ ବ୍ୟକ୍ତି, କଟକର 63 ବର୍ଷିୟ ବ୍ୟକ୍ତି, ଗଞ୍ଜାମର 35 ବର୍ଷିୟ ବ୍ୟକ୍ତି, 30 ବର୍ଷିୟ ବ୍ୟକ୍ତି, 65 ବର୍ଷିୟ ମହିଳା, ଓ 50 ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ସେହିପରି ଯାଜପୁରରେ 62 ବର୍ଷର ମହିଳା, ମାଲକାନଗିରିରେ 59 ବର୍ଷର ବ୍ୟକ୍ତି, ନବରଙ୍ଗପୁରରେ 62 ବର୍ଷର ବ୍ୟକ୍ତି, ପୁରୀରେ 48 ବର୍ଷର ବ୍ୟକ୍ତି, ରାୟଗଡାରେ 70 ବର୍ଷର ବ୍ୟକ୍ତି, ସୁନ୍ଦରଗଡରେ 59 ବର୍ଷର ମହିଳାଙ୍କର କୋରୋନାରେ ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 482ରେ ପହଁଚିଛି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 100934ରେ ପହଞ୍ଚିଥିବାବେଳେ, ସେଥି ମଧ୍ୟରୁ 70714 ସୁସ୍ଥ ହୋଇଥିବାବେଳେ, 29685ଟି ମାମଲା ସକ୍ରିୟ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା 1731556 ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.