ETV Bharat / city

ରାଜ୍ୟରେ ପୁଣି 12 ଜୀବନ ନେଲା କୋରୋନା

ରାଜ୍ୟରେ ଜାରି ରହିଛି କୋରୋନା କାୟା । ପ୍ରତ୍ୟେକ ଦିନ ରାଜ୍ୟରେ ମହାମାରୀ ଅନେକଙ୍କ ଜୀବନ ନେଉଥିବା ବେଳେ ଆଜି ପୁଣି କୋରୋନା ନେଇଛି 12 ଜୀବନ । ଅଧିକ ପଢନ୍ତୁ...

12 corona death reported in odisha
ରାଜ୍ୟରେ ପୁଣି 12 ଜୀବନ ନେଲା ମହାମାରୀ କୋରୋନା
author img

By

Published : Oct 31, 2020, 11:44 AM IST

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ 12 ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା ଭାଇରସ । ଗୋଟେପଟେ ଦିନକୁ ଦିନ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ । ଦୈନିକ 10ରୁ ଊର୍ଦ୍ଧ୍ବ ଜୀବନ ନେଉଛି ମହାମାରୀ କୋରୋନା । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1320ରେ ପହଞ୍ଚିଛି ।

ତେବେ କୋରୋନା ଭାଇରସରେ କେନ୍ଦୁଝରରେ 40 ବର୍ଷର ମହିଳା ଓ 55 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଝରସୁଗୁଡ଼ାରେ 50 ବର୍ଷର ପୁରୁଷ, ଗଂଜାମରେ 34 ବର୍ଷର ପୁରୁଷ , ନୂଆପଡ଼ାରେ 48 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି ପୁରୀରେ 72 ବର୍ଷର ମହିଳା, ଖୋର୍ଦ୍ଧାରେ 43 ବର୍ଷର ମହିଳା, ଭୁବନେଶ୍ବରରେ 67 ଓ 65 ବର୍ଷର ପୁରୁଷ ଏବଂ ସୁନ୍ଦରଗଡରେ 70, 63 ଓ 65 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1320ରେ ପହଁଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.