ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ଆଉ 112 କୋରୋନା ଆକ୍ରାନ୍ତ

author img

By

Published : Jun 6, 2020, 4:09 PM IST

Updated : Jun 6, 2020, 4:34 PM IST

ଆଶ୍ବସ୍ତ ! ସୁସ୍ଥ ହେଲେ ଆଉ 112 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 1716ରେ ପହଞ୍ଚିଛି । ତେବେ ଜାଣନ୍ତୁ, ଶନିବାର କେଉଁ ଜିଲ୍ଲାରୁ କେତେ ହେଲେ ସୁସ୍ଥ..

112 More COVID-19 Patients Recover In Odisha
ରାଜ୍ୟରେ ସୁସ୍ଥ ହେଲେ 112 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ 112 କୋରୋନା ଆକ୍ରାନ୍ତ ସୁସ୍ଥ । ଏହା ସହ ମୋଟ ସୁସ୍ଥ ସଂଖ୍ୟା 1716ରେ ପହଞ୍ଚିଛି ।

112 More COVID-19 Patients Recover In Odisha
ରାଜ୍ୟରେ ସୁସ୍ଥ ହେଲେ ଆଉ 112 କୋରୋନା ଆକ୍ରାନ୍ତ

ରାଜ୍ୟରେ କୋରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ରାଜ୍ୟରେ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଉଛି । ତେବେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଶନିବାର 112 ଜଣ ସୁସ୍ଥ ହୋଇଛନ୍ତି।

ଏଥିମଧ୍ୟରେ ଗଞ୍ଜାମର 7, କେନ୍ଦ୍ରାପଡାର 33 ଜଣ, ବଲାଙ୍ଗୀରର 16, ଯାଜପୁରର 11 , ସୁନ୍ଦରଗଡର 10 , ଜଗତସିଂହପୁରର 8 , ଖୋର୍ଦ୍ଧାର 7 , କଟକ ଓ ସୋନପୁରରୁ 4 ଜଣ , ବାଲେଶ୍ୱର ,ପୁରୀ, ସମ୍ବଲପୁରରୁ 3 ଜଣ, ନୟାଗଡରେ 2 ଜଣ ଓ ମୟୁରଭଞ୍ଜରେ 1 ଜଣେ ସୁସ୍ଥ ହୋଇଛନ୍ତି।

ସୂଚନା ଏବଂ ପ୍ରସାରଣ ବିଭାଗର ଟ୍ବିଟର ପେଜରେ ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 6, 2020, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.