ETV Bharat / city

Covid Recovery Report: କୋରୋନାରୁ ସୁସ୍ଥ ହେଲେ 11157 ଆକ୍ରାନ୍ତ

author img

By

Published : Jan 27, 2022, 6:48 PM IST

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୧୧୫୭ ଆକ୍ରାନ୍ତ । ଗୁରୁବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୧୧୫୭ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୬୩୩୯୬କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report :କୋରୋନାରୁ ସୁସ୍ଥ ହେଲେ 11157 ଆକ୍ରାନ୍ତ

ଭୁବନେଶ୍ବର : କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୧୧୫୭ ଆକ୍ରାନ୍ତ । ଗୁରୁବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୧୧୫୭ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୬୩୩୯୬କୁ ବୃଦ୍ଧି ହୋଇଛି ।

  • Another 11157 Covid patients have recovered and are being discharged on 27.01.2022

    3653 from Khordha
    1130 from Sundargarh
    752 from Cuttack
    325 from Jagatsinghpur
    302 from Baleswar
    296 from Koraput
    295 from Mayurbhanj
    282 from Keonjhar
    275 from Jajapur
    231 from Bolangir

    — H & FW Dept Odisha (@HFWOdisha) January 27, 2022 " class="align-text-top noRightClick twitterSection" data=" ">

ଖୋର୍ଦ୍ଧାରୁ ୩୬୫୩, ସୁନ୍ଦରଗଡରୁ ୧୧୩୦, କଟକରୁ ୭୫୨, ଜଗତସିଂହପୁରରୁ ୩୨୫, ବାଲେଶ୍ବରରୁ ୩୦୨, କୋରାପୁଟରୁ ୨୯୬, ମୟୂରଭଞ୍ଜରୁ ୨୯୫ ଓ କେନ୍ଦୁଝରରୁ ୨୮୨ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାଜପୁରରୁ ୨୭୫, ବଲାଙ୍ଗୀରରୁ ୨୩୧, ନୟାଗଡରୁ ୨୩୦, ରାୟଗଡାରୁ ୨୨୭, ସମ୍ବଲପୁରରୁ ୨୦୬, ସୋନପୁରରୁ ୧୯୪, କଳାହାଣ୍ତିରୁ ୧୬୭, ବରଗଡରୁ ୧୬୬ ଓ ପୁରୀରୁ ୧୫୭ ସୁସ୍ଥ ହୋଇଛନ୍ତି ।

  • 92 from Kendrapara
    86 from Deogarh
    76 from Kandhamal
    69 from Ganjam
    63 from Malkangiri
    859 from State Pool

    The total recovered cases of Odisha now stand at 1163396

ସେହିପରି, ନବରଙ୍ଗପୁରରୁ ୧୫୬, ଝାରସୁଗୁଡାରୁ ୧୪୩, ଗଜପତିରୁ ୧୪୦, ଭଦ୍ରକରୁ ୧୨୯, ଢେଙ୍କାନାଳରୁ ୧୨୬, ବୌଦ୍ଧରୁ ୧୨୩, ଅନୁଗୋଳରୁ ୧୧୪ ଓ ନୂଆପଡାରୁ ୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ରାପଡାରୁ ୯୨, ଦେଓଗଡରୁ ୮୬, କନ୍ଧମାଳରୁ ୭୬, ଗଞ୍ଜାମରୁ ୬୯ ଓ ମାଲକାନଗିରିରୁ ୬୩ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟପୁଲ ସଂଖ୍ୟା ରହିଛି ୮୫୯ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.