ETV Bharat / city

24 ଘଣ୍ଟାରେ ରାଜ୍ୟରୁ 10982 ଆକ୍ରାନ୍ତ ଚିହ୍ନଟ,17 ମୃତ

author img

By

Published : May 12, 2021, 6:42 AM IST

Updated : May 12, 2021, 7:17 AM IST

24 ଘଣ୍ଟାରେ ରାଜ୍ୟରେ 10,982 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ବୁଧବାର ପୁଣି ସର୍ବାଧିକ 1539 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ 964 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ 10,982 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ବୃଦ୍ଧି ପାଇଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ପୁଣି 10 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ ରାଜ୍ୟରେ 10,982 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ବୁଧବାର ପୁଣି ସର୍ବାଧିକ 1539 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ 964 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦିନକରେ ରାଜ୍ୟରୁ 17 ମୁଣ୍ଡ ନେଇଛି ମହାମାରୀ ।

ସେହିପରି ଅନୁଗୋଳରୁ 539, କଟକରୁ 885, ଝାରସୁଗୁଡାରୁ 380, ନୂଆପଡାରୁ 378, ଯାଜପୁରରୁ 349, ସମ୍ବଲପୁରରୁ 454, ବଲାଙ୍ଗୀରରୁ 426, ପୁରୀରୁ 398, ନବରଙ୍ଗପୁରରୁ 335, ବାଲେଶ୍ବରରୁ 303, ବରଗଡରୁ 431, ଗଞ୍ଜାମରୁ 177, କେନ୍ଦୁଝରରୁ 253, ବୌଦ୍ଧରୁ 180, ଦେବଗଡରୁ 127, ଗଜପତିରୁ 111, ଜଗତସିଂହପୁରୁ 232, କଲାହାଣ୍ଡିରୁ 370, କନ୍ଧମାଳରୁ 134, କେନ୍ଦ୍ରାପଡାରୁ 141, କୋରାପୁଟରୁ 195, ମୟୂରଭଞ୍ଜରୁ 239, ନୟାଗଡରୁ 192, ରାୟଗଡାରୁ 212, ସୋନପୁରରୁ 215, ଢେଙ୍କାନାଳରୁ 189, ମାଲକାନଗିରିରୁ 71, ଭଦ୍ରକରୁ 231, ଏବଂ ଷ୍ଟେଟପୁଲରୁ 332 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 65ହଜାର 648ରେ ପହଞ୍ଚିଛି ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 12, 2021, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.