ETV Bharat / city

ରାଜ୍ୟରେ 24 ଘଣ୍ଟାରେ 10881 ଆକ୍ରାନ୍ତ ସୁସ୍ଥ

author img

By

Published : May 21, 2021, 8:49 PM IST

ରାଜ୍ୟରେ 24 ଘଣ୍ଟାରେ 10881 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 567382 ରୋଗୀ ସୁସ୍ଥ ହେଲେଣି । ଅଧିକ ପଢନ୍ତୁ...

ରାଜ୍ୟରେ 24 ଘଣ୍ଟାରେ 10881 ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ 24 ଘଣ୍ଟାରେ 10881 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ 24 ଘଣ୍ଟାରେ 10881 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 567382 ରୋଗୀ ସୁସ୍ଥ ହେଲେଣି ।

ଖୋର୍ଦ୍ଧାରୁ 1559, ସୁନ୍ଦରଗଡରୁ 1440, ନୂଆପଡାରୁ 303, ଝାରସୁଗୁଡାରୁ 262, ବଲାଙ୍ଗିରରୁ 198, ପୁରୀରୁ 333, ବରଗଡରୁ 411, ସମ୍ବଲପୁରରୁ 455, କଟକରୁ 883, କଳାହାଣ୍ଡିରୁ 368, ଗଞ୍ଜାମରୁ 311, ବାଲେଶ୍ବରରୁ 303, ରାୟଗଡାରୁ 183, ମୟୂରଭଞ୍ଜରୁ 385, ନୟାଗଡ଼ରୁ 347, ଯାଜପୁରରୁ 119, ଭଦ୍ରକରୁ 231, କେନ୍ଦ୍ରାପଡାରୁ 137, ସୋନପୁରରୁ 194, କେନ୍ଦୁଝରରୁ 176, କୋରାପୁଟରୁ 175, ଅନୁଗୋଳରୁ 522, ଜଗତସିଂହପୁରରୁ 263, ଢେଙ୍କାନାଳରୁ 196, ନବରଙ୍ଗପୁରରୁ 284, ବୌଦ୍ଧରୁ 151, କନ୍ଧମାଳରୁ 109, ଦେବଗଡରୁ 108, ଗଜପତିରୁ 84, ମାଲକାନଗିରିରୁ 59 ଏବଂ ଷ୍ଟେଟ ପୋଲରୁ 332 ଜଣ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.