ETV Bharat / city

ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 108

author img

By

Published : Feb 9, 2021, 9:24 PM IST

ରାଜ୍ୟରେ ମଙ୍ଗଳବାର 108 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 33 ହଜାର 139 । ଅଧିକ ପଢନ୍ତୁ...

ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 108
ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 108

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର 108 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 33 ହଜାର 139 ।

ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 108
ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 108

ମଙ୍ଗଳବାର ସୁସ୍ଥ ହୋଇଥିବା 108 ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ 21 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରେ 12, ବରଗଡରୁ 11, ସମ୍ବଲପୁରରୁ 10, ପୁରୀରୁ 8, ବାଲେଶ୍ବର ଓ କଟକ 7, ଯାଜପୁରରୁ 5, ଅନୁଗୋଳ ଏବଂ ରାୟଗଡାରୁ 4, ଦେବଗଡ ଏବଂ ଝାରସୁଗୁଡାରୁ 3, ମୟୂରଭଞ୍ଜ, ଗଜପତି ଓବଂ ନୂଆପଡାରୁ 2 ଜଣ, ଗଞ୍ଜାମ, ଜଗତସିଂହପୁର, କୋରାପୁଟ, ନୟାଗଡ ଏବଂ ସୋନପୁରରୁ 1 ଏବଂ ଷ୍ଟେଟ ପୋଲରେ 2 ଜଣ ଆରୋଗ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.