ETV Bharat / city

ଗୁରୁବାର ରାଜ୍ୟରୁ 10434 ଆକ୍ରାନ୍ତ ସୁସ୍ଥ

author img

By

Published : Jun 3, 2021, 9:32 PM IST

ମହାମାରୀ କୋରୋନାରୁ ଗୁରୁବାର ରାଜ୍ୟରେ 10434 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 13 ହଜାର 55 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଗୁରୁବାର ରାଜ୍ୟରୁ 10434 ଆକ୍ରାନ୍ତ ସୁସ୍ଥ
ଗୁରୁବାର ରାଜ୍ୟରୁ 10434 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ମହାମାରୀ କୋରୋନାରୁ ଗୁରୁବାର ରାଜ୍ୟରେ 10434 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 1566 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 13 ହଜାର 55 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 743, ବଲାଙ୍ଗୀରରୁ 167, ଝାରସୁଗୁଡ଼ାରୁ 113, ନୂଆପଡ଼ାରୁ 54, ବରଗଡ଼ରୁ 645, ନବରଙ୍ଗପୁରରୁ 375, ସମ୍ବଲପୁରରୁ 301, ଯାଜପୁରରୁ 236, କଳାହାଣ୍ଡିରୁ 256, ମୟୂରଭଞ୍ଜରୁ 411, ରାୟଗଡ଼ାରୁ 124, ଗଞ୍ଜାମରୁ 150, କେନ୍ଦୁଝରରୁ 23, ନୟାଗଡ଼ରୁ 302, ସୋନପୁରରୁ 142, ଜଗତସିଂହପୁରରୁ 190, କୋରାପୁଟରୁ 221, ବାଲେଶ୍ବରରୁ 477, ଭଦ୍ରକରୁ 141, ଗଜପତିରୁ 89, କେନ୍ଦ୍ରାପଡ଼ାରୁ 22, ଦେବଗଡ଼ରୁ 80, କନ୍ଧମାଳରୁ 108, ମାଲକାନଗିରିରୁ 111, ଢ଼େଙ୍କାନାଳରୁ 586, ବୌଦ୍ଧରୁ 548 ଓ ଷ୍ଟେଟ୍‌ ପୁଲ୍‌ରୁ 216 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.