ETV Bharat / city

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 101 ପଜିଟିଭ, ଗଞ୍ଜାମରେ 200 ଟପିଲା ଆକ୍ରାନ୍ତ ସଂଖ୍ୟା - କୋରୋନା ଭାଇରସ ଖବର

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 101 ପଜିଟିଭ, ଗଞ୍ଜାମରେ 200 ଟପିଲା ଆକ୍ରାନ୍ତ ସଂଖ୍ୟା

author img

By

Published : May 13, 2020, 9:04 AM IST

Updated : May 13, 2020, 9:34 AM IST

09:31 May 13

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 101 ପଜିଟିଭ, ଗଞ୍ଜାମରେ 200 ଟପିଲା ଆକ୍ରାନ୍ତ ସଂଖ୍ୟା
ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 101 ପଜିଟିଭ, ଗଞ୍ଜାମରେ 200 ଟପିଲା ଆକ୍ରାନ୍ତ ସଂଖ୍ୟା

09:30 May 13

08:59 May 13

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 101  କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା 538ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ଅନ୍ୟପଟେ ଗଞ୍ଜାମରେ କୋରୋନା ଆକ୍ରାନଙ୍କ ସଂଖ୍ୟା 210ରେ ପହଞ୍ଚିଛି । ସେହିପରି ବାଲେଶ୍ବରରେ ଆକ୍ରାନ୍ତ ସଂଖ୍ୟା 90କୁ ବୃଦ୍ଧି ପାଇଥିବା ବେଳେ ଯାଜପୁରରେ 71, ଖୋର୍ଦ୍ଧାରେ 50, ଭଦ୍ରକରେ 31 ଓ ସୁନ୍ଦରଗଡରେ ପଜିଟିଭ ସଂଖ୍ୟା 23କୁ ବୃଦ୍ଧି ପାଇଛି ।  

ଗତକାଲି ରାତି ସୁଦ୍ଧା ପଜିଟିଭ ସଂଖ୍ୟା 437 ରହିଥିବା ବେଳେ ଆଜି ଏହା 538ରେ ଆକ୍ରାନ୍ତ ସଂଖ୍ୟାରେ ପହଞ୍ଚିଛି ।  

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : May 13, 2020, 9:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.