ETV Bharat / city

ଲକଡାଉନରେ ଟ୍ୱିନ ସିଟିରେ ଗଡିବ 100 ଓଲା, ଉବେର - ଟ୍ବିନ ସିଟି କ୍ୟାବ ସର୍ଭିସ

ଲକଡାଉନ ସମୟରେ ଟ୍ୱିନସିଟିରେ ଆରମ୍ଭ ହେଲା କ୍ୟାବ ସର୍ଭିସ ଓଲା, ଉବେର ।

100 Ola, Uber will roll in Twin Cities in Lock Down
ଲକ ଡାଉନରେ ଟୁଇନ ସିଟିରେ ଗଡିବ 100 ଓଲା,ଉବେର
author img

By

Published : Apr 27, 2020, 8:05 PM IST

ଭୁବନେଶ୍ବର: ଲକଡାଉନରେ ଟ୍ୱିନସିଟି ବାସୀଙ୍କ ପାଇଁ ଜରୁରୀ ଗମନାଗମନ ସେବାକୁ ସୁଗମ କରିବାକୁ ସରକାରଙ୍କ ପଦକ୍ଷେପ । ଏବେ ଟ୍ୱିନ ସିଟିରେ ଗଡିବ 100 ଓଲା, ଉବେର । ଲୋକଙ୍କ ସୁବିଧାକୁ ଆଖିଆଗରେ ରଖି ଟୁଇନ ସିଟିରେ ଆରମ୍ଭ ହୋଇଛି କ୍ୟାବ ସର୍ଭିସ ଓଲା ଓ ଉବର। ଦ୍ବେତ ନଗରୀରେ ଏବେ ଶହେ ଟି ଲେଖାାଁଏ ଗାଡି ଚାଳଚଳ ପାଇଁ ମିଳିଛି ଅନୁମତି ।

ଲକ ଡାଉନରେ ଟୁଇନ ସିଟିରେ ଗଡିବ 100 ଓଲା,ଉବେର

ଏହି କ୍ୟାବ ଗୁଡିକରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଘରୁ ହସ୍ପିଟାଲ ନେବା ପାଇଁ ଅନୁମତି ଦିଆଯାଇଛି । ଗାଡିରେ ଯିବାକୁ ଥିବା ଲୋକେ ତାଙ୍କ ସମସ୍ତ ତଥ୍ୟ ପରିବହନ ବିଭାଗ ଦେଇଥିବା ଫର୍ମରେ ଭରିବା ପାଇଁ ନିର୍ଦ୍ଦେଶ । ପରେ ସେମାନଙ୍କୁ ହସ୍ପିଟାଲ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଗାଡି ଚାଲିବ । ଅନ୍ୟପଟେ ଏ ସମୟ ମଧ୍ୟରେ ଗାଡି ଡ୍ରାଇଭରମାନେ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ।

ଭୁବନେଶ୍ବରୁ ତପନ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.