ETV Bharat / city

ରାଜ୍ୟରେ ପୁଣି 10 ଜଣ କୋରୋନା ସଂକ୍ରମିତ ମୃତ, ମୋଟ 286 - odisha corona death

ରାଜ୍ୟରେ ଦୃତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ସେହିପରି କୋରୋନାରେ ସଂକ୍ରମିତ ଆଉ 10 ଜଣଙ୍କର ଜୀବନ ଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 10 ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି

author img

By

Published : Aug 11, 2020, 11:40 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଗଡ଼ିଲା ମୁଣ୍ଡ। କୋରୋନା ନେଲା ଆଉ 10 ଜୀବନ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି ପାଇଛି ।

ରିପୋର୍ଟ ମୁତାବକ, ଗଞ୍ଜାମରେ 72 ବର୍ଷ ଓ 64 ବର୍ଷର ବୃଦ୍ଧ, 52 ବର୍ଷର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ, ଖୋର୍ଦ୍ଧାରେ 80 ବର୍ଷର ବୃଦ୍ଧ, ଖୋର୍ଦ୍ଧାରେ 55 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧାରେ 26 ବର୍ଷର ଯୁବତୀ ମୃତ୍ୟୁ ବରଣ କରିଥିବା ବେଳେ, ବାଲେଶ୍ୱରରେ 58 ବର୍ଷର ବ୍ୟକ୍ତି, ପୁରୀର 56 ଓ ରାୟଗଡାର 47 ବର୍ଷର ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

ତେବେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମୋଟ ମୃତ୍ୟୁ ସଂଖ୍ୟା 140 ରହିଥିବା ବେଲେ ଖୋର୍ଦ୍ଧାରେ 41 ଜଣଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.