ETV Bharat / city

ପୁଣି 10 ମୁଣ୍ଡ ନେଲା କୋରୋନା, 390 ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

author img

By

Published : Aug 21, 2020, 12:13 PM IST

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆଜି ପୁଣି 10 ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 390ରେ ପହଞ୍ଚିଛି ।

ପୁଣି 10 ମୁଣ୍ଡ ନେଲା କୋରୋନା, 390 ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ପୁଣି 10 ମୁଣ୍ଡ ନେଲା କୋରୋନା, 390 ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟାପୁଣି 10 ମୁଣ୍ଡ ନେଲା କୋରୋନା, 390 ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆଜି ପୁଣି 10 ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 390ରେ ପହଞ୍ଚିଛି ।

ଅନୁଗୋଳରୁ 5 ବର୍ଷୀୟ ପୁରୁଷ, ଭୁବନେଶ୍ୱରରୁ 70 ବର୍ଷୀୟ ପୁରୁଷ ଓ 58 ବର୍ଷୀୟ ମହିଳା, ଗଞ୍ଜାମର 42 ବର୍ଷୀୟ ପୁରୁଷ,50 ବର୍ଷର ମହିଳା, 70 ବର୍ଷୀୟ ପୁରୁଷ ଓ 59 ବର୍ଷୀୟ ମହିଳା, କୋରାପୁଟର 35 ବର୍ଷୀୟ ମହିଳା, ନୟାଗଡର 61 ବର୍ଷୀୟ ପୁରୁଷ, ସୋନପୁରର 76 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ ଏବେ ସୁଦ୍ଧା ମୋଟ 72718 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 48576 । ସେଥିମଧ୍ୟରୁ ଏବେ ମୋଟ ଆକ୍ଟିଭ ମାମଲା ରହିଛି 23699 । ଏବେ ପର୍ଯ୍ୟନ୍ତ ରାଜ୍ୟରେ 11,72,426 ଟେଷ୍ଟ ସରିଲାଣି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.