ETV Bharat / city

ପାଖେଇ ଆସୁଛି ‘ଫନି’ : 24 ଘଣ୍ଟାରେ ୧୦ଲକ୍ଷ ସ୍ଥାନାନ୍ତର - ten lakh

ବାତ୍ୟା ‘ଫନି’ ପାଇଁ ଓଡିଶା ଆଲର୍ଟ । ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୨୫ହଜାର ୩୮୦ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ କରାଯାଇଛି ସ୍ଥାନାନ୍ତର ।

ଡିଜାଇନ ଫଟୋ
author img

By

Published : May 3, 2019, 7:42 AM IST

ଭୁବନେଶ୍ବର: ବାତ୍ୟା ‘ଫନି’ ପାଇଁ ଓଡିଶା ଆଲର୍ଟ । ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୨୫ହଜାର ୩୮୦ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ କରାଯାଇଛି ସ୍ଥାନାନ୍ତର । ୬ହଜାର ୩୭୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଛି ସ୍ଥାନାନ୍ତର ।

ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାରେ ୩ଲକ୍ଷ ୧ହଜାର ୪୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲାର ୬୦ହଜାର ୫୦୦, ବାଲେଶ୍ବରରେ ୫୮ହଜାର ୪୨୩, କେନ୍ଦ୍ରାପଡାରେ ୫୫ହଜାର, ପୁରୀରେ ୧ଲକ୍ଷ ୧୮ହଜାର, କଟକରେ ୧ଲକ୍ଷ, ଖୋର୍ଦ୍ଧାରେ ୮୩ହଜାର , ଯାଜପୁରେ ୬୦ହଜାର, ଭୁବନେଶ୍ବରରେ ୧୫ହଜାର, କନ୍ଧମାଳରେ ୧୧ହଜାର ୬୧୨, ଗଜପତିରେ ୩୪ହଜାର ୧୦୧, ନୟାଗଡରେ ୨୩ହଜାର ୫୪ଜଣ ଓ ରାୟଗଡାରେ ୧୫ହଜାର ୩୭୫ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ଏହା ସହ ମୟୂରଭଞ୍ଜରେ ୩ହଜାର, ଢେଙ୍କାନାଳରେ ୫ହଜାର ୩୯୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ମୋଟ ୧୨ଲକ୍ଷ ୩୧ହଜାର ୫୬୧ ଜଣଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ ରଖାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

ghdfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.