ETV Bharat / city

ହାଡଭଙ୍ଗା ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ 10 ସହର

ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତ ଲହରି । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ 3ଟି ସହରର ତାପମାତ୍ରା ରହୁଥିବା ବେଳେ ଆଜି 10 ଡିଗ୍ରୀ ତଳକୁ ୧0 ଟି ସହର ରହିଛି । ତେବେ ରିପୋର୍ଟ ଅନୁସାରେ 4 ଡିଗ୍ରୀ ସେଲସିୟସ ସହ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର । ଅଧିକ ପଢନ୍ତୁ...

author img

By

Published : Feb 1, 2021, 2:44 PM IST

ହାଡଭଙ୍ଗା ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ 10 ସହର
ହାଡଭଙ୍ଗା ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ 10 ସହର

ଭୁବନେଶ୍ବର: ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତ ଲହରି । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ 3ଟି ସହରର ତାପମାତ୍ରା ରହୁଥିବା ବେଳେ ଆଜି 10 ଡିଗ୍ରୀ ତଳକୁ ୧0 ଟି ସହର ରହିଛି । ଥଣ୍ଡାରେ ଥରୁଛନ୍ତି ଲୋକେ । ତେବେ ରିପୋର୍ଟ ଅନୁସାରେ 4 ଡିଗ୍ରୀ ସେଲସିୟସ ସହ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର ।

ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ, ଜି.ଉଦୟଗିରିରେ ୪ ଡ଼ିଗ୍ରୀ , ଫୁଲବାଣୀରେ ୫, ଝାରସୁଗୁଡା ୭.୫, ବଲାଙ୍ଗୀରରେ ୭.୮, କେନ୍ଦୁଝରରେ ୮.୪, ସୋନପୁର ୮.୬, ସୁନ୍ଦରଗଡ ୯, ଦାରିଙ୍ଗବାଡି ୯ , ବୌଦ୍ଧ ୯, ବାରିପଦା ୯.୬, ଭୁବନେଶ୍ବରରେ ୧୩.୮ ଏବଂ କଟକରେ ୧୨ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ଏପଟେ ଆହୁରି ୪ ରୁ ୫ ଦିନ ରାଜ୍ୟରେ ଶୀତର ପ୍ରବାହ ଜାରି ରହିବ ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.