ETV Bharat / city

ଯାଜପୁରରେ ପୁଣି ଜଣେ କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 149କୁ ବୃଦ୍ଧି - କୋରୋନା ଅପଡେଟ

2-new-corona-positive-cases-in-balangir
ଯାଜପୁରରେ ପୁଣି 2 କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 147କୁ ବୃଦ୍ଧି
author img

By

Published : May 1, 2020, 1:08 PM IST

Updated : May 1, 2020, 9:28 PM IST

21:27 May 01

1-new-corona-positive-cases-in-jajpur
6 ନୂଆ କୋରାନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି କଲେ ଓଡିଶା ସରକାର

21:26 May 01

21:25 May 01

6 ନୂଆ କୋରାନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି

17:48 May 01

ଯାଜପୁରରେ ପୁଣି ଜଣେ କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 149କୁ ବୃଦ୍ଧି

ଭୁବନେଶ୍ବର: ଯାଜପୁରରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ପଜିଟିଭ ସଂଖ୍ୟା 149 ଓ ଯାଜପୁରର 40କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ନୂଆ କୋରୋନା ପଜିଟିଭ ବାସୁଦେବପୁରର ଜଣେ ମହିଳା ହୋଇଥିବା ବେଳେ ତାଙ୍କ ବୟସ 35 ବର୍ଷ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।  

14:09 May 01

ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂଖ୍ୟା 148କୁ ବୃଦ୍ଧି

corona

ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ । ଫଳରେ ସଂଖ୍ୟା 148ରୁ ବୃଦ୍ଧି । ସେପଟେ ଯାଜପୁରରେ ସଂଖ୍ୟା 39କୁ ବୃଦ୍ଧି । ତେବେ ଏହି ଆକ୍ରାନ୍ତ ଜଣଙ୍କ 30 ବର୍ଷର ହୋଇଥିବାବେଳେ ସେ କୋଲକାତାରୁ ଫେରିଥିବା ସୂଚନା ମିଳିଛି । 

13:39 May 01

ଯାଜପୁରରେ ପୁଣି 2 କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 147କୁ ବୃଦ୍ଧି

ଯାଜପୁରରେ ପୁଣି 2 କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 147କୁ ବୃଦ୍ଧି

ଭୁବନେଶ୍ବର: ଯାଜପୁରରେ ପୁଣି 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ପଜିଟିଭ ସଂଖ୍ୟା 147 ଓ ଯାଜପୁରର 38କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ଜଣେ କୋଲକାତା ଫେରନ୍ତା 55 ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତା ପ୍ରତ୍ୟାବର୍ତ୍ତନକାରୀଙ୍କ ସମ୍ପର୍କରେ ଆସିଥିବା 75 ବର୍ଷ ମହିଳା ବୋଲି ଜଣାପଡିଛି । ପୁରୁଷ ଜଣକ ବିରଜାପୁରର ହୋଇଥିବା ବେଳେ ମହିଳା ଜଣକ କାଟିକଟାର ରହିଛନ୍ତି ।  

13:12 May 01

12:51 May 01

ରାଜ୍ୟର 15ଟି ଜିଲ୍ଲାକୁ ଛୁଇଁଲା କୋରୋନା, ବଲାଙ୍ଗୀରରେ ଦୁଇ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟର 15ଟି ଜିଲ୍ଲାକୁ ଛୁଇଁଲା କୋରୋନା । ଆଜି ବଲାଙ୍ଗୀରର ଦୁଇଜଣଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଫଳରେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା 145ରେ ପହଞ୍ଚିଛି । ଆକ୍ରାନ୍ତ ଦୁଇଜଣ ତାମିଲନାଡୁ ଫେରନ୍ତା ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ରାଜ୍ୟରେ କୋରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି । ତେବେ ଗତ କାଲି ଯାଜପୁରରେ 14 ଆକ୍ରାନ୍ତ ହୋଇଥିବା ବେଳେ ଆଜି ପୁଣି ବାଲେଶ୍ବରରୁ ଆଉ ଏକ ଆକ୍ରାନ୍ତ ଆସିଥିବା ବେଳେ ବର୍ତ୍ତମାନ ଆଉ ଦୁଇଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରର ଉଭୟ ଯୁବକଙ୍କ ବୟସ 22 ଓ 18 ବର୍ଷ ବୋଲି ଜଣାପଡିଛି ।  

ରାଜ୍ୟରେ ମୋଟ 145ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 41 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 103 ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି । 

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ  

Last Updated : May 1, 2020, 9:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.