ETV Bharat / city

Panchayat Poll Results: ଭଦ୍ରକରେ ସବୁ ଆସନ ପୋଛି ନେଲା ବିଜେଡି

author img

By

Published : Mar 1, 2022, 7:13 PM IST

ଭଦ୍ରକ ୭ଟି ବ୍ଲକରେ ସମସ୍ତ ଜିଲ୍ଲା ପରିଷଦ ଆସନ ପାଇଁ ଗଣତି ଶେଷ ହୋଇଛି । ଏଠାରେ ଥିବା ମୋଟ ୨୮ଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Panchayat Poll Results: ଭଦ୍ରକରେ ସବୁ ଆସନ ପୋଛିନେଲା ବିଜେଡି

ଭଦ୍ରକ: ଜିଲ୍ଲାରେ ଥିବା ୭ଟି ବ୍ଲକରେ ସମସ୍ତ ଜିଲ୍ଲା ପରିଷଦ ଆସନ ପାଇଁ ଗଣତି ଶେଷ ହୋଇଛି । ଏଠାରେ ଥିବା ମୋଟ ୨୮ଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କୌଣସି ଗୋଟିଏ ଆସନରେ ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇ ପାରିନାହାନ୍ତି । ପ୍ରଥମ ଦିନରୁ ହିଁ ବିଜେଡି ଗଣତିରେ ଟ୍ରେଣ୍ଡରେ ରହିଥିଲା । ସେପଟେ ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ଆରମ୍ଭରୁ ପଛରେ ପଡ଼ି ଯାଇଥିଲେ ।

ଚାନ୍ଦବାଲି ବ୍ଲକର 4 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ସ୍ମରଣୀକା ସମଦର୍ଶନୀ ବଳ 5470 ଭୋଟରେ ବିଜୟୀ ହୋଇଛନ୍ତି । ଚାନ୍ଦବାଲି ବ୍ଲକର 5 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ଲେଙ୍କା 6706 ଭୋଟରେ ବିଜୟୀ ହୋଇଛନ୍ତି । ତିହିଡି଼ ବ୍ଲକର 8 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀନୀ ସୁମତି ସେଠୀ 3752 ଭୋଟରେ ବିଜୟୀ ହୋଇଛନ୍ତି । ତିହିଡି଼ ବ୍ଲକର 9 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଅମୂଲ୍ୟ କୁମାର ମାଝୀ 2734 ଭୋଟରେ ବିଜୟୀ ହୋଇଛନ୍ତି । ଧାମନଗର ବ୍ଲକର 12 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଶାରଦା ପ୍ରସନ୍ନ ସାହୁ 4551 ଭୋଟରେ ବିଜୟୀ ହୋଇଛନ୍ତି ।

ଧାମନଗର ବ୍ଲକର 13 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମଲ୍ଲିକ 5196 ଭୋଟରେ ବିଜୟୀ ହୋଇଛନ୍ତି । ବନ୍ତ ବ୍ଲକର 16 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ମୁନି ମୁଣ୍ଡା 7620 ଭୋଟରେ ବିଜୟୀ ହୋଇଛନ୍ତି । ବାସୁଦେବପୁର ବ୍ଲକର 20 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ମାନସ କୁମାର ସେଠୀ 5072 ଭୋଟରେ ବିଜୟୀ ହୋଇଛନ୍ତି । ବାସୁଦେବପୁର ବ୍ଲକର 21 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଦିବ୍ୟଲଷ୍ମୀ ବାରିକ ଘଡାଇ 3162 ଭୋଟରେ ବିଜୟୀ ହୋଇଛନ୍ତି ।

ଭଣ୍ଡାରିପୋଖରୀ ବ୍ଲକର 24 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଉତ୍କଳ କେଶରୀ ମହାନ୍ତି 7497 ଭୋଟରେ ବିଜୟୀ ହୋଇଛନ୍ତି । ଭଦ୍ରକ ବ୍ଲକର 27 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ମଳୟ କୁମାର ଜେନା 9262 ଭୋଟରେ ବିଜୟୀ ହୋଇଛନ୍ତି । ଭଦ୍ରକ ବ୍ଲକର 28 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀନୀ ପୂର୍ଣ୍ଣଶଶୀ ପାଣିଗ୍ରାହୀ 5352 ଭୋଟରେ ବିଜୟୀ ହୋଇଛନ୍ତି ।

ଭଦ୍ରକରୁ ଦେବଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.