ETV Bharat / city

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

author img

By

Published : Dec 29, 2019, 5:43 PM IST

ଭଦ୍ରକ ଭଣ୍ଡାରିପୋଖରୀ ବହାଦଲପୁର ଅଞ୍ଚଳର ନିଖୋଜ ମହିଳା ସେବତୀ ଦାସଙ୍କର ମୃତଦେହ ଉଦ୍ଧାର । ନିକଟରୁ ଦୁଇଟି ବିଷ ବୋତଲ ଜବତ । ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ ।

women deadbody
ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ଭଦ୍ରକ: ବୁଦା ଭିତରୁ ମିଳିଲା ନିଖୋଜ ମହିଳାଙ୍କ ଗଳିତ ମୃତଦେହ । ନିକଟରୁ ବିଷ ବୋତଲ ମଧ୍ୟ ଜବତ ହୋଇଛି । ଭଦ୍ରକର ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ପଛ ପଟେ ଥିବା ବୁଦା ଭିତରେ ମୃତଦେହ ପଡିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ବହାଦଲପୁର ଅଞ୍ଚଳର ସେବତୀ ଦାସ ବୋଲି ସୂଚନା ମିଳିଛି ।

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ସେବତୀ 6 ଦିନ ହେବ ନିଖୋଜ ଥିଲେ । ପରିବାର ଲୋକେ ଏନେଇ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଥିଲେ । ଏପଟେ ବିଲକୁ ଧାନ କାଟିବା ପାଇଁ ଯାଇଥିବା ଚାଷୀ ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ । ମୃତଦେହ ନିକଟରେ ଦୁଇଟି ବିଷ ବୋତଲ ପଡିଥିବା ଦେଖିବାକୁ ମିଳିଛି । ଭଣ୍ଡାରିପୋଖରୀ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LADY DEAD BODY
FORMAT : AVO
REPORT : DEBASIS MOHAPATRA / BHADRAK
DATE : 29.12.2019

ANCHOR : ବୁଦା ଭିତରୁ ମିଳିଲା ନିଖୋଜ ମହିଳାଙ୍କ ଗଳିତ ମୃତଦେହ। ମୃତଦେହ ନିକଟରୁ ବିଷ ବୋତଲ ମଧ୍ୟ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ ଏହି ମୃତଦେହ ଉଦ୍ଧାର ହୋଇଛି। ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ପଛ ପଟେ ଥିବା ଏକ ବୁଦା ଭିତରେ ମୃତଦେହ ପଡିଥିବା ଜଣାପଡିଛି। ମୃତ ମହିଳା ହେଉଛନ୍ତି ବହାଦଲପୁର ଅଞ୍ଚଳର ସେବତୀ ଦାସ ବୋଲି ସୂଚନା ମିଳିଛି। ସେବତୀ ଦାସ 6 ଦିନ ହେବ ନିଖୋଜ ଥିଲେ। ପରିବାର ଲୋକେ ମହିଳା ଙ୍କ ନିଖୋଜ ନେଇ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଥିଲେ। Body:ତେବେ ବିଲକୁ ଧାନ କାଟିବା ପାଇଁ ଯାଇଥିବା ଚାଷୀ ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ। ମୃତଦେହ ନିକଟରୁ ଦୁଇଟି ବିଷ ବୋତଲ ପଡିଥିବା ଦେଖିବା ପାଇଁ ମିଳିଛି। ଭଣ୍ଡାରିପୋଖରୀ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.