ETV Bharat / city

ଭଦ୍ରକରୁ 320 ଗ୍ରାମର ବ୍ରାଉନସୁଗାର ଜବତ

author img

By

Published : Apr 8, 2020, 3:30 PM IST

Updated : Apr 8, 2020, 4:51 PM IST

ବାଇକ୍ ଯାଞ୍ଚ ସମୟରେ ଗାଡିରୁ ଜବତ ହେଲା 320 ଗ୍ରାମର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ 32 ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

320 grams brown sugar
ଭଦ୍ରକରୁ 320 ଗ୍ରାମର ବ୍ରାଉନସୁଗାର ଜବତ

ଭଦ୍ରକ : ବାଇକ୍ ଯାଞ୍ଚ ସମୟରେ ଗାଡିରୁ ଜବତ ହୋଇଛି 320 ଗ୍ରାମର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ 32 ଲକ୍ଷ ଟଙ୍କା ବୋଲି କୁହାଯାଉଛି । ସେପଟେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି ।

brown sugar seized
ଭଦ୍ରକରୁ 320 ଗ୍ରାମର ବ୍ରାଉନସୁଗାର ଜବତ

ଲକ୍‌ଡାଉନ୍‌ ଲାଗି ବାଇକ୍‌ ମନା କରାଯାଇଥିବାବେଳେ ଭଦ୍ରକ ସଦର ଥାନା ପୋଲିସ ପକ୍ଷରୁ ବାଇକ୍‌ ଯାଞ୍ଚ ଚାଲିଥିଲା । ଏହି ସମୟରେ ଏକ ଗାଡିରୁ ପୋଲିସ 320 ଗ୍ରାମର ବ୍ରାଉନସୁଗାର ଜବତ କରିଥିବା ଭଦ୍ରକ ପୋଲିସ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ଭଦ୍ରକରୁ 320 ଗ୍ରାମର ବ୍ରାଉନସୁଗାର ଜବତ

ସେପଟେ ପୋଲିସକୁ ଅଭିଯୁକ୍ତ ବାଇକ୍‌ ଛାଡି ଚମ୍ପଟ ମାରିବାକୁ ସଫଳ ହୋଇଛି ।

ଭଦ୍ରକରୁ ଦେବାଶିଷ୍‌ ମହାପାତ୍ର, ଇଟିଭି ଭାରତ

Last Updated : Apr 8, 2020, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.