ETV Bharat / city

ଟ୍ରକ-ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଛକ ନିକଟରେ ଏକ ସ୍କୁଟି ସହ ଟ୍ରକ ଧକ୍କା ହେବା ଯୋଗୁଁ ମହିଳାଙ୍କ ମୃତ୍ୟୁକୁ ନେଇ ଦେଖିବାକୁ ମିଳିଥିଲା ଉତ୍ତେଜନା ।

author img

By

Published : Dec 22, 2020, 7:11 PM IST

ଟ୍ରକ-ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ
ଟ୍ରକ-ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ଟ୍ରକ-ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଛକ ନିକଟରେ ଏକ ସ୍କୁଟି ସହ ଟ୍ରକ ଧକ୍କା ହେବା ଯୋଗୁଁ ମହିଳାଙ୍କ ମୃତ୍ୟୁକୁ ନେଇ ଦେଖିବାକୁ ମିଳିଥିଲା ଉତ୍ତେଜନା।

ଟ୍ରକ-ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ

ଘଟଣାସ୍ଥଳରେ ସ୍ଥାନୀୟଲୋକ ରାସ୍ତା ଅବରୋଧ କରିଥିବାବେଳେ ସ୍କୁଟିରେ ବସିଥିବା ହଂସପୁର ଗ୍ରାମର ଶିବୁ ନାହାକଙ୍କ ପତ୍ନୀ ଶୋଭାମଣୀଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିବା ଫଳରେ ମାଧପୁର ଠାରୁ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ପରେ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଅଟକ ରଖି ପଚରାଉଚରା କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.