ETV Bharat / city

ବୋହୂର ମାନ୍ୟତା ଦାବି କରି ଡାକ୍ତର ସ୍ବାମୀ ଘର ଆଗରେ ସ୍ତ୍ରୀଙ୍କ ଧାରଣା - ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା

ବୋହୂର ମାନ୍ୟତା ଦାବି କରି ଡାକ୍ତର ସ୍ବାମୀର ଘର ସାମ୍ନାରେ ସ୍ତ୍ରୀଙ୍କ ଧାରଣା । ଯୌତୁକ ନିର୍ଯ୍ୟାତନା ସହ୍ୟ ନ ପାରି ଘର ଛାଡି ଯାଇ ଚାଲିଯାଇଥିଲେ । ଅଧିକ ପଢନ୍ତୁ...

ବୋହୂର ମାନ୍ୟତା ଦାବି କରି ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା

author img

By

Published : Mar 9, 2021, 8:36 AM IST

ବ୍ରହ୍ମପୁର: ବୋହୂର ମାନ୍ୟତା ଦାବି କରି ଡାକ୍ତର ସ୍ବାମୀଙ୍କ ଘର ସାମ୍ନାରେ ସ୍ତ୍ରୀଙ୍କ ଧାରଣା । ବୋହୂର ମାନ୍ୟତା ଓ ସ୍ବାମୀଙ୍କ ପାଖରେ ରହିବାକୁ ଦାବି କରି ଘରେ ଆଗରେ ଧାରଣା ଦେଇଛନ୍ତି । ସୋମବାର ସାରା ବିଶ୍ବ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବାବେଳେ ବ୍ରହ୍ମପୁର ସହରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

ବୋହୂର ମାନ୍ୟତା ଦାବି କରି ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା

ସହରର ପ୍ରମିଳା ଦେବୀ ମହିଳା କଲ୍ୟାଣ ସଙ୍ଘର ସଭାନେତ୍ରୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଧାରଣା ବସିଥିଲେ । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ମହିଳାଙ୍କ ଜଣକ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

2015 ମସିହା ଫେବୃୟାରୀ ମାସ 5 ତାରିଖରେ ମହିଳା ଜଣକ ଏମକେସିଜି ହସ୍ପିଟାଲର ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ । ଡାକ୍ତର ପରିବାର ହୋଇ ମଧ୍ୟ ବାରମ୍ବାର ଯୌତୁକ ଦାବି କରାଯାଉଥିଲା ନେଇ ମହିଳା ଜଣକ ଅଭିଯୋଗ ଆଣିଥିଲେ । ଯାହାକୁ ସହ୍ୟ କରି ନପାରି ମହିଳା ଜଣକ ତାଙ୍କ ବାପା ଘରକୁ ଚାଲିଯାଇଥିଲେ । ହେଲେ ଏବେ ନିଜ ହକ ଦାବି କରି ପୁଣି ସ୍ବାମୀକୁ ଫେରିବାକୁ ଆସିବାକୁ ଧାରଣା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.