ETV Bharat / city

ଗୋପାଳପୁରରେ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବ ୟୁକୋ ବ୍ୟାଙ୍କ ଏଟିଏମ - Gopalpur UCO Bank ATM

ଗୋପାଳପୁରରେ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ୟୁକୋ ବ୍ୟାଙ୍କ ପୁକ୍ଷରୁ ଏଟିଏମ ସେବା ଉଦଘାଟନ । ଅଧିକ ପଢନ୍ତୁ...

ଗୋପାଳପୁରରେ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବ ୟୁକୋ ବ୍ୟାଙ୍କ ଏଟିଏମ

author img

By

Published : Nov 14, 2020, 1:56 AM IST

ବ୍ରହ୍ମପୁର: ରାଜ୍ୟj ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁହାଯାଉଥିବା ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ଏଟିଏମ ସେବା ଯୋଗାଇବା ପାଇଁ ୟୁକୋ ବ୍ୟାଙ୍କ ସଂକଳ୍ପ ବଦ୍ଧ ବୋଲି ରାଜ୍ୟର ଜେନେରାଲ ମ୍ୟାନେଜର ଅରୁପ ଜେନା ସୂଚନା ଦେଇଛନ୍ତି ।

ବ୍ୟାଙ୍କର ଏଟିଏମ ଉଦଘାଟନ ଅବସରରେ ଜନସାଧାରଣ କୋଭିଡ ସମୟରେ ସେଭଳି କୌଣସି ଆତ୍ୟାବଶ୍ୟକ କାର୍ଯ୍ୟନଥିଲେ ବ୍ୟାଙ୍କକୁ ନଯାଇ ଏଭଳି ଏଟିଏମ ବ୍ୟବହାର କରିବାକୁ କୁହାଯାଇଛି । ଏହାସହ ସରକାରଙ୍କ ଡିଜିଟାଲଲେସେନ ସେବାକୁ ଅଧିକ ପ୍ରୋତ୍ସାହନ ଦେବାକୁ ବ୍ୟାଙ୍କ ପକ୍ଷରୁ ଆହ୍ବାନ ଦିଆଯ।ଇଛି ।

ଗୋପାଳପୁରରେ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବ ୟୁକୋ ବ୍ୟାଙ୍କ ଏଟିଏମ

ଗୋପାଳପୁର ସହରର ବସଷ୍ଟାଣ୍ଡ ନିକଟରେ ଏଭଳି ଏଟିଏମ ସେବା ଉଦଘାଟନ ଅବସରରେ ଜୋନାଲ ଚିଫ ମ୍ୟାନଜର ବିଭୂତି ଭୂଷଣ ସ୍ବାଇଁ , ଗୋପାଳପୁର ଶାଖା ପରିଚାଳକ ଦେବାଶିଷ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଶଶି ଭୂଷଣ ମହାନ୍ତିଙ୍କ ସମେତ ସ୍ଥାନୀୟ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.