ETV Bharat / city

ବ୍ରହ୍ମପୁରରେ ବନମହୋତ୍ସବର ଶୁଭାରମ୍ଭ - ବ୍ରହ୍ମପୁର

ଆଗାମୀ ଏକ ସପ୍ତାହ ଧରି ସହରର ବିଭିନ୍ନ ସ୍ଥାନରେ ବିଡିଏ(ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ପକ୍ଷରୁ ଆୟୋଜିତ ହେବ ବନ ମହୋତ୍ସବ । ଜିଲ୍ଲାକୁ ସବୁଜ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 1, 2019, 8:13 PM IST

Updated : Jul 1, 2019, 8:36 PM IST

ବ୍ରହ୍ମପୁର: ଆଗାମୀ ଏକ ସପ୍ତାହ ଧରି ସହରର ବିଭିନ୍ନ ସ୍ଥାନରେ ବିଡିଏ(ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ପକ୍ଷରୁ ଆୟୋଜିତ ହେବ ବନ ମହୋତ୍ସବ । ଜିଲ୍ଲାକୁ ସବୁଜ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପ୍ରଥମ ଦିନରେ ବୃକ୍ଷରୋପଣ କରି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବନ ମହୋତ୍ସବର ପ୍ରଥମ ଦିବସରରେ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଏ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ ଷ୍ଟାଡିୟମ ପରିସରରେ ପ୍ରାୟ ୫୦ରୁ ଅଧିକ ବିଭିନ୍ନ କିଷମର ବୃକ୍ଷ ଲଗାଯାଇଛି । ବୃକ୍ଷ ଲଗାଯିବା ସହ ପିଲାଟିଏ ଗଛଟିଏ ଏବଂ ଗୋଟିଏ ଗଛ ଅନେକ ଜୀବନ ଏପରି ବିଭିନ୍ନ ନାରା ଦିଆଯାଇଛି ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହାନଗର ଡେପୁଟି କମିଶନର ସୌରେନ୍ଦ୍ର ରାଉତରାୟଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସ୍ଲଗ :-ବିଡିଏ ପକ୍ଷରୁ ଏକ ସପ୍ତାହ ବ୍ୟାପି ଆୟୋଜିତ ହେବ ବନ ମହୋତ୍ସବ-ଶୁଭାରମ୍ଭ କଲେ ଜିଲ୍ଲାପାଳ...
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ : ଏଭିଓ+ବାଇଟ୍,
ସ୍ଥାନ :ବ୍ରହ୍ମପୁର,
ତାରିଖ : ୦୧-୦୭-୧୯. -(ଭିଜୁଆଲ wrap ରେ ଯାଇଛି .)
(ଆଙ୍କର):ବ୍ରହ୍ମପୁର ସହରରେ ଆଗାମୀ ଏକ ସପ୍ତାହ ଧରି ସହରର ବିଭିନ୍ନ ସ୍ଥାନରେ ବିଡିଏ ପକ୍ଷରୁ ଆୟୋଜିତ ହେବ ବନ ମହୋତ୍ସବ । ସହରରେ ଏହି ମହୋତ୍ସବକୁ ପ୍ରଥମ ଦିନରେ ନିଜେ ବୃକ୍ଷରୋପଣ କରି ଶୁଭାରମ୍ଭ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବନମହୋତ୍ସବର ପ୍ରଥମ ଦିବସରରେ ସହରର ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ଷ୍ଟାଡିୟମ ପରିସରରେ ପ୍ରାୟ ୫୦ ରୁ ଉର୍ଦ୍ଧ ବିଭିନ୍ନ କିଷମର ବୃକ୍ଷ ଲଗାଯିବା ସହ ପିଲାଟିଏ- ଗଛଟିଏ ଏବଂ ଗୋଟିଏ ଗଛ ଅନେକ ଜୀବନ ଏପରି ବିଭିନ୍ନ ନାରା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମେତ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା , ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ମହାନଗର ଡେପୁଟି କମିଶନର ସୌରେନ୍ଦ୍ର ରାଉତରାୟ ଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ଧରି ଆୟୋଜିତ ହେବାକୁ ଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ଘର ସାମ୍ନାରେ ଗୋଟାଏ ଗୋଟାଏ ବୃକ୍ଷ ରୋପଣ କରିବାକୁ ଏହି ଅବସରରେ ବାର୍ତ୍ତା ପ୍ରଦାନ କରାଯାଇଥିଲା ।
ବାଇଟ୍ –ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
Last Updated : Jul 1, 2019, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.