ETV Bharat / city

ଗଞ୍ଜାମ-ପାତ୍ରପୁରରେ ଆରମ୍ଭ ହେଲା ଡେଡିକେଟେଡ୍ କୋଭିଡ ହେଲଥ ସେଣ୍ଟର

author img

By

Published : May 28, 2021, 6:49 AM IST

ଗଞ୍ଜାମ ଜିଲ୍ଲାର ପାତ୍ରପୁର ଠାରେ ଶୁଭାରମ୍ଭ ହୋଇଯାଇଛି ଡେଡିକେଟେଡ୍ କୋଭିଡ ହେଲଥ ସେଣ୍ଟର । ଅଧିକ ପଢନ୍ତୁ...

ଗଞ୍ଜାମ-ପାତ୍ରପୁରରେ ଆରମ୍ଭ ହେଲା ଡେଡିକେଟେଡ୍ କୋଭିଡ ହେଲଥ ସେଣ୍ଟର
ଗଞ୍ଜାମ-ପାତ୍ରପୁରରେ ଆରମ୍ଭ ହେଲା ଡେଡିକେଟେଡ୍ କୋଭିଡ ହେଲଥ ସେଣ୍ଟର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାତ୍ରପୁର ଠାରେ ଶୁଭାରମ୍ଭ ହୋଇଯାଇଛି ଡେଡିକେଟେଡ୍ କୋଭିଡ ହେଲଥ ସେଣ୍ଟର । ସ୍ଥାନୀୟ ସାମନ୍ତିଆପଲ୍ଲୀ ସ୍ଥିତ ଆଦିବାସୀ ଛାତ୍ରୀ ନିବାସ ପରିସରରେ ଏହି କୋଭିଡ ହେଲଥ ସେଣ୍ଟରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ବାରା ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାତ୍ରପୁର ଏବଂ ଚିକିଟି ଅଞ୍ଚଳର କୋଭିଡ ରୋଗୀଙ୍କର ସହଜରେ ଚିକିତ୍ସା ହୋଇପାରିବ ।

ଏଥିରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ , ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାଶ , ତହସିଲଦାର ଶ୍ରୀ ଅମିତ୍ କୁମାର ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ। ଏଥିରେ ଅକ୍ସିଜେନ ସୁବିଧା ସମ୍ପର୍ଣ୍ଣ ୩୦ ଶଯ୍ୟା ସମେତ ଅକ୍ସିଜେନ ସୁବିଧା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.