ETV Bharat / city

ଗଞ୍ଜାମରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଭିସି ଯୋଗେ ଆଲୋଚନା - ୫-ଟି ସଚିବ

ଗଞ୍ଜାମ ଓ ରମ୍ଭାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଭିସି ମାଧ୍ୟମରେ ଆଲୋଚନା । ଅଧିକ ପଢନ୍ତୁ...

ଗଞ୍ଜାମରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଭିସି ଯୋଗେ ଆଲୋଚନା

author img

By

Published : Jun 26, 2021, 12:53 PM IST

ବ୍ରହ୍ମପୁର: ଗଞ୍ଜାମ ଓ ରମ୍ଭାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଭିସି ମାଧ୍ୟମରେ ଆଲୋଚନା ହୋଇଛି । ଏନେଇ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସୁବାସ ଚନ୍ଦ୍ର ବେହେରା ୫-ଟି ସଚିବଙ୍କ ସହ ଭିଡିଓ କନଫେରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି ।

ଗଞ୍ଜାମରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଭିସି ଯୋଗେ ଆଲୋଚନା

ଗଞ୍ଜାମ ଓ ରମ୍ଭା ଏନଏସି ଅଞ୍ଚଳରେ ଜାତୀୟ ସ୍ତରରେ କ୍ରୀଡା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ଖେଳାଳୀମାନେ ରହିଥିଲେ ମଧ୍ୟ ସେଠାରେ ଉତ୍ତମ ଖେଳ ପଡିଆର ଅଭାବ ରହିଛି । ଯାହାକୁ ନେଇ ଗଞ୍ଜାମ ଓ ରମ୍ଭା ଅଞ୍ଚଳରେ ଉତ୍ତମ ଖେଳ ପଡିଆର ନିହାତି ଆବଶ୍ୟକ ରହିଥିବାରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦୁଇଟି ଏନଏସିରେ କ୍ରୀଡାବିତଙ୍କ ସହ ବିଧାୟକ ଶ୍ରୀ ବେହେରା ଶୁକ୍ରବାର ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଏହି ପ୍ରସ୍ତାବ ଆଗତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.