ETV Bharat / city

ବିଭିନ୍ନ ଦାବି ନେଇ ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଙ୍ଘର ବିକ୍ଷୋଭ

ସୋମବାର ବିଭିନ୍ନ ଦାବି ନେଇ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଙ୍ଘ ପକ୍ଷରୁ ବ୍ରହ୍ମପୁର ସ୍ଥିତ ସାଉଥକୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

author img

By

Published : Jul 8, 2019, 8:40 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଙ୍ଘ ପକ୍ଷରୁ ବ୍ରହ୍ମପୁର ସ୍ଥିତ ସାଉଥକୋ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୋମବାର ସଂଙ୍ଘର ରାଜ୍ୟ ସଂପାଦକ ପ୍ରଶାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋଭରେ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୦୦ ପ୍ରତିଶତ ଏବଂ ଚାକିରୀରେ ଥିବା କର୍ମଚାରୀଙ୍କୁ ୪୦ ପ୍ରତିଶତ ୱେବ ଏରିଅର ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ଏଥିସହ ସରକାରଙ୍କ ସମସ୍ତ ବିଭାଗ ପିଟିସିଏଲ୍, ଗ୍ରୀଡକୋ ଏବଂ ଓ.ଇ.ଆର୍.ସି ଦୀର୍ଘଦିନ ହେବ ୪୦ ପ୍ରତିଶତ ବକେୟା ପାଇଥିବା ବେଳେ ପ୍ରତିଶୃତି ଖିଲାପ କରି ପେନସନଧାରୀଙ୍କୁ ୨୫ ପ୍ରତିଶତ ଏବଂ ଚାକିରୀରେ ଥିବା କର୍ମଚାରୀ ମାନଙ୍କୁ ୨୦ ପ୍ରତିଶତ ପାଇଛନ୍ତି ।

ଏହି ଘଟଣା ପରେ ବିତରଣ କମ୍ପାନୀ କର୍ମଚାରୀଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ଭଳି ନୀତି ଆପଣାଉଥିବା ନେଇ ସମାଲୋଚନା କରାଯାଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ବିରୋଧ କରିବା ସହ ଠିକା କର୍ମଚାରୀଙ୍କୁ ନିୟମିତ କରିବା, ମୃତକଙ୍କ ପରିବାରକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ବୈଷୟିକ ଓ କିରାଣୀ ମାନଙ୍କ କ୍ୟାଡର ଦରମା ବୃଦ୍ଧି କରିବା ଭଳି ବିଭିନ୍ନ ଦାବିକୁ ତୁରନ୍ତ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଏହି ସଭାରେ ଦାବି କରାଯାଇଥିଲା ।

ଏହି ଆନ୍ଦୋଳନରେ ଦକ୍ଷିଣାଞ୍ଚଳ ଯୋନର ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବିଷୋୟୀ, ଉପସଭାପତି ଦୁର୍ଗା ମାଧ୍ୟବ ଆଚାର୍ଯ୍ୟ, ପ୍ରଫୁଲ ପଟ୍ଟନାୟକ, କ୍ଷୀରୋଦ କୁମାର ସେଠୀଙ୍କ ସମେତ ଏକତା ମଞ୍ଚର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro: ଏସ ଭି ନିରତାର ନିର୍ଦେଶକ ଙ୍କୁ ହତ୍ୟା ଉଦ୍ୟମ ଘଟଣା । ଗିରଫ ହେଲା ଆକ୍ରମଣ କାରୀ ଲକ୍ଷ୍ମୀଧର ପ୍ରଧାନ । ଅନେକ ଦିନ ଲୁଚକାଳି ଖେଳ ପରେ ଆଜି ପୋଲିସ ହାତରେ ଧରାପଡିଛନ୍ତି ଲକ୍ଷ୍ମୀଧର ଓ ଚାରି ସାଥି । ଏମାନଙ୍କୁ ଗିରଫ କରବା ସମୟରେ ନଗଦ 50 ହଜାର ଟଙ୍କା , ଏକ ହୋଣ୍ଡା ବାଇକ , ଓ ଏକ ବନ୍ଧୁକ ଜବତ କରିଛି କଟକ ଗ୍ରାମାଞ୍ଚଳ ପୋଲିସ ।ସୂଚନାଯୋଗ୍ୟ , ଲକ୍ଷ୍ମୀଧର ଏସ ଭି ନିରତାର ରେ ଏକ ୱେଟର ଭାବେ କାମ କରୁଥିଲେ । କିନ୍ତୁ ନିର୍ଦେଶକ ଙ୍କୁ କିଛି ଲୋକଙ୍କୁ ଚାକିରୀ ଦେବା ପାଇଁ ବାଧ୍ୟ କରୁଥିଲେ ଲକ୍ଷ୍ମୀଧର । ତେବେ ନିର୍ଦେଶକ ଏହି କଥା ରେ ଅରାଜି ହେବାରୁ ଏପରି ଯୋଜନା ରଚିଥିଲେ ଲକ୍ଷ୍ମୀଧର । ତେବେ ଚଳିତମାସ 3 ତାରିଖ ରେ ଘଟିଥିଲା ଏହି ଘଟଣା ।ଏସ ଭି ନିରତାର ନିର୍ଦେଶକ ଶକ୍ତିପ୍ରସାଦ ଦାସ ଅଫିସ ରୁ ଘରକୁ ଫେରୁଥିବା ସମୟରେ ଏକ ଏକାନ୍ତ ସ୍ଥାନରେ ଦୁଇ ଜଣ ଯୁବକ ନିର୍ଦେଶକ ଙ୍କ କାର କୁ ଗୁଳିମାଡ଼ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୌଭାଗ୍ୟ ବସତ ବନ୍ଧୁକ ଟି ହାତରୁ ଖସି ଯିବାରୁ ସେଠାରୁ ପଳାଇଥିଲେ 2 ଯୁବକ । ତଦନ୍ତ ପରିଶେଷରେ ଲକ୍ଷ୍ମୀଧର ଓ ତାଙ୍କ ସାଥିମାନଙ୍କୁ ଗିରଫ କରିଛି ପୋଲିସ ।

ବାଇଟ: ରାଧା ବିନୋଦ ପାଣିଗ୍ରାହୀ।ରୁରାଲ ଏସପି ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.