ETV Bharat / city

ପାଞ୍ଚ ଦଫା ଦାବି ନେଇ ଡିଆରଏମଓଙ୍କୁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର - DRMO

ରେଳଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ସହିତ ପାଞ୍ଚ ଦଫା ଦାବି ନେଇ ଡିଆରଏମଓଙ୍କୁ ଦାବିପତ୍ର ପ୍ରଦାନ କଲା ବ୍ରହ୍ମପୁରର ବରିଷ୍ଠ ନାଗରିକ ମଞ୍ଚ । ତେବେ ଏଥିପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ...

ପାଞ୍ଚ ଦଫା ଦାବି ନେଇ ଡିଆରଏମଓଙ୍କୁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର

author img

By

Published : Dec 23, 2020, 8:16 AM IST

ବ୍ରହ୍ମପୁର: ରେଳଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ସହିତ ପାଞ୍ଚ ଦଫା ଦାବି ନେଇ ଡିଆରଏମଓଙ୍କୁ ଦାବିପତ୍ର ପ୍ରଦାନ କଲା ବ୍ରହ୍ମପୁରର ବରିଷ୍ଠ ନାଗରିକ ମଞ୍ଚ । ମଞ୍ଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁରରୁ ପୁରୀକୁ ପାସେଞ୍ଜର ଟ୍ରେନ ଚଳାଚଳ, ରେଳଷ୍ଟେସନ ସମ୍ମୁଖରେ ଯାତ୍ରୀଙ୍କ ନିମନ୍ତେ ଶୌଚାଳୟ ସହିତ ପାନୀୟ ଜଳର ବ୍ୟବସ୍ଥା, ଗ୍ରୀନ ସେଡର ନିର୍ମାଣ କରାଇବା, ପ୍ରତ୍ୟେକ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ସିଙ୍ଗଲ ସିଟର ସଂରକ୍ଷଣ ବ୍ୟବସ୍ଥା କରାଇବା ଭଳି ଦାବି ନେଇ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ପାଞ୍ଚ ଦଫା ଦାବି ନେଇ ଡିଆରଏମଓଙ୍କୁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର

ତେବେ ଏଥିପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.