ETV Bharat / city

କୋଭିଡ ନିୟମ ଉଲ୍ଲଂଘନ କରି ଘରୋଇ କୋଚିଂ ସେଣ୍ଟର ସିଲ - berhampur news

କୋଭିଡ ନିୟମ ଉଲ୍ଲଂଘନ କରି ସିଲ ହେଲା କୋଚିଂ ସେଣ୍ଟର । ଘଟଣା ଘଟିଛି ବ୍ରହ୍ମପୁର ସହରର ଗଜପତିନଗର ଛକ ନିକଟରେ ଚାଲିଥିବା ଏକ ଘରୋଇ କେଚିଂ ସେଣ୍ଟରରେ । ଅଧିକ ପଢନ୍ତୁ...

Sealing the private coaching center in violation of the Covid Act
କୋଭିଡ ନିୟମ ଉଲ୍ଲଂଘନ କରି ଘରୋଇ କୋଚିଂ ସେଣ୍ଟର ସିଲ
author img

By

Published : Jun 25, 2020, 1:07 PM IST

ବ୍ରହ୍ମପୁର: କୋଭିଡ ନିୟମ ଉଲ୍ଲଂଘନ କରି ସିଲ ହେଲା କୋଚିଂ ସେଣ୍ଟର । ଘଟଣା ଘଟିଛି ବ୍ରହ୍ମପୁର ସହରର ଗଜପତିନଗର ଛକ ନିକଟରେ ଚାଲିଥିବା ଏକ ଘରୋଇ କେଚିଂ ସେଣ୍ଟରରେ । ଉକ୍ତ ସେଣ୍ଟରରେ କୋଭିଡ-19 ନିୟମର ଉଲ୍ଲଂଘନ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ସିଲ କରାଯାଇଛି ।

ସୂଚନାନୁସାରେ, ଏହି କୋଚିଂ ସେଣ୍ଟରରେ ସର୍ଟର ପକାଇ 15ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀଙ୍କୁ ପାଠ ପଢାଯାଉଥିଲା । ଗୋଟିଏ ପଟେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ଏହି କୋଚିଂ ସେଣ୍ଟ ସରକାରୀ ନିୟମକୁ ଉଲ୍ଲଂଘନ କରି କୋଚିଂ ସେଣ୍ଟରେ ଚଲାଉଥିଲା । ତେବେ କୋଚିଂ ସେଣ୍ଟରର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.