ETV Bharat / city

ଏସିଆ ବୁକ୍ ଅଫ୍ ରେକର୍ଡରେ ITIର ଇ-ରୋବୋ

ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଇ-ବଜ୍ୟବସ୍ତୁ ମାଧ୍ୟମରେ ନିର୍ମିତ ହୋଇଥିବା ଇ-ରୋବୋ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହି ପ୍ରତିମୂର୍ତ୍ତି ୨୦୨୧ ନଭେମ୍ବର ୨ ରେ ଉଦଘାଟିତ ହୋଇଥିଲା । ଅଧିକ ପଢନ୍ତୁ

ଏସିଆ ବୁକ୍ ଅଫ୍ ରେକର୍ଡରେ ଆଇଟିଆଇର ଇ- ରୋବୋ
ଏସିଆ ବୁକ୍ ଅଫ୍ ରେକର୍ଡରେ ଆଇଟିଆଇର ଇ- ରୋବୋ
author img

By

Published : Feb 6, 2022, 8:32 AM IST

ବ୍ରହ୍ମପୁର: ଉଚ୍ଚତମ ଇ-ଆବର୍ଜନା ରୋବୋ ପାଇଲା ଏସିଆ ବୁକ୍ ଅଫ୍ ରେକର୍ଡ । ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଇ- ବଜ୍ୟବସ୍ତୁ ମାଧ୍ୟମରେ ନିର୍ମିତ ହୋଇଥିବା ଇ- ରୋବୋ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହି ରୋବୋଟଟି ୨୦୨୧ ନଭେମ୍ବର ୨ରେ ଉଦଘାଟିତ ହୋଇଥିଲା ।

ଏସିଆ ବୁକ୍ ଅଫ୍ ରେକର୍ଡରେ ଆଇଟିଆଇର ଇ- ରୋବୋ
ଏସିଆ ବୁକ୍ ଅଫ୍ ରେକର୍ଡରେ ଆଇଟିଆଇର ଇ- ରୋବୋ

ଗତ ଜାନୁଆରୀ ୧୩ ତାରିଖରେ ଏସିଆ ବୁକ୍ ଅଫ୍ ରେକର୍ଡ ପାଇବାରେ ସକ୍ଷମ ହୋଇଛି । ଏହି ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଇ-ୱେଷ୍ଟ ରୋବୋ ଦେଶର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଭାବେ ରେକର୍ଡ ହାସଲ କରିଛି ବୋଲି ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହାର ନିର୍ମାଣ ନିମନ୍ତେ ୩୦ ଟନ ଇ- ବର୍ଜ୍ୟବସ୍ତୁ ବ୍ୟବହୃତ ହୋଇଥିଲା । ଏହାକୁ ଅନୁଷ୍ଠାନର ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ୍ସ ଓ ପେଣ୍ଟର ବିବାଗ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମାଣ କରାଯାଇଛି ।

ଏଥିରେ ପୁରୁଣା ପ୍ରିଣ୍ଟର କ୍ୟାଟରିଜ, ରାମ୍‌, କିବୋର୍ଡ, ପିସିବି, ପୁରୁଣା ଇଲେକଟ୍ରୋନିକ୍ସ ଖେଳଣା, ମୋବାଇଲ, ସିଡି ପ୍ଲେୟାର, ଟିଭି ଓ ଭିସିଆର ବ୍ୟବହୃତ ହୋଇଛି । ସମସ୍ତ ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରି ଏହି ବିଶାଳ ଇ-ରୋବୋ ତିଆରି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.