ETV Bharat / city

ପୋଲସରା ବିଧାୟକ ଓ ପତ୍ନୀ କୋରୋନା ପଜିଟିଭ

author img

By

Published : Jul 24, 2020, 7:19 PM IST

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀଙ୍କ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇରୁ ତିନି ଦିନ ଧରି ବିଧାୟକ ଓ ତାଙ୍କ ପତ୍ନୀଙ୍କୁ ଜ୍ବର ହେବା ପରେ ରାଜଧାନୀର ସମ ହସପିଟାଲକୁ ଯାଇ ଉଭୟ କୋଭିଡ ଟେଷ୍ଟ କରିଥିଲେ। ଶୁକ୍ରବାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପୋଲସରା ବିଧାୟକ ଓ ପତ୍ନୀ କୋରୋନା ପଜିଟିଭ ଚିହ୍ନଟ

ବ୍ରହ୍ମପୁର: ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀଙ୍କ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇରୁ ତିନି ଦିନ ଧରି ବିଧାୟକ ଓ ତାଙ୍କ ପତ୍ନୀଙ୍କୁ ଜ୍ବର ହେବା ପରେ ରାଜଧାନୀର ସମ ହସପିଟାଲକୁ ଯାଇ ଉଭୟ କୋଭିଡ ଟେଷ୍ଟ କରିଥିଲେ । ଶୁକ୍ରବାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏହି ସୂଚନା ମିଳିବା ପରେ ବିଧାୟକ ସାହୁ ଓ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନରେ ହୋମ ଆଇସୋଲେସନରେ ରଖାଯାଇଛି । ଏନେଇ ବିଧାୟକ ସୂଚନା ଦେଇଛନ୍ତି ।

ଗତ ୧୫ ଦିନ ତଳେ ବିଧାୟକ ସାହୁ ରାଜଧାନୀର କ୍ୟାପିଟାଲ ହସପିଟାଲରେ କୋଭିଡ୍ ଟେଷ୍ଟ କରିଥିଲା ବେଳେ ରିପୋର୍ଟ ନେଗେଟିଭ ରହିଥିଲା । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ବିଧାୟକ ନିଜ ବିଧାନସଭା ଆସନରେ ବିଭିନ୍ନ ସ୍ଥିତିକୁ ତଦାରଖ କରିଥିଲେ । ହେଲେ ଗତ ମଙ୍ଗଳବାର ଦିନ ଅସୁସ୍ଥତା ଅନୁଭବ କରିବାରୁ ଟେଷ୍ଟ କରାଯିବା ପରେ ପୁଣି ବୁଧବାର ପଜିଟିଭ ବୋଲି ସୂଚନା ଦେଇଥିଲେ ।

ପୋଲସରା ବିଧାୟକ କୋରୋନା ପଜିଟିଭ ଚିହ୍ନଟ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.