ETV Bharat / city

ପ୍ଲାଜମା ଥେରାପି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା: ବ୍ରହ୍ମପୁର ସାଂସଦ - plasma therapy program

ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଲେ ବ୍ରହ୍ମପୁର ସାଂସଦ । ଅଧିକ ପଢନ୍ତୁ....

plasma therapy program into a mass movement: Berhampur MP
ପ୍ଲାଜମା ଥୋରାପି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା: ବ୍ରହ୍ମପୁର ସାଂସଦ
author img

By

Published : Jul 31, 2020, 7:40 AM IST

ବ୍ରହ୍ମପୁର: ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । କୋରୋନା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା । ଏନେଇ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ପ୍ଲାଜମା ଥେରାପିକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଓ କନ୍ଧମାଳ ପାଇଁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଗଜପତି ଜିଲ୍ଲା ପାଇଁ ଜଗନ୍ନାଥ ସାରକାଙ୍କୁ ଏହାର କାର୍ଯ୍ୟଭାର ଦିଆଯାଇଛି । ସମସ୍ତେ ଉତ୍ସାହିତ ହୋଇ ନିର୍ଭୟରେ ଆସି ପ୍ଲାଜମା ଦାନ କରିବାକୁ କହିଛନ୍ତି ବ୍ରହ୍ମପୁର ସାଂସଦ ।

ପ୍ଲାଜମା ଥୋରାପି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା: ବ୍ରହ୍ମପୁର ସାଂସଦ

ଯେତେଦିନ ପର୍ଯ୍ୟନ୍ତ କୋରୋନା ଟୀକା ସଫଳ ହୋଇ ଆସିନାହିଁ ସେତେଦିନ ପର୍ଯ୍ୟନ୍ତ କୋଭିଡରୁ ଆରୋଗ୍ୟ ହୋଇଥିବା ଲୋକମାନେ ପ୍ଲାଜମା ଦେଇ ଅନ୍ୟ ଆକ୍ରାନ୍ତର ଜୀବନ ବଞ୍ଚାଇ ପାରିବେ । ଜଣଙ୍କ ପ୍ଲାଜମାରେ ଅନ୍ୟ ଦୁଇ ଜଣ ସୁସ୍ଥ ହୋଇପାରିବେ । କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଦୁଇ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଧନ୍ୟବାଦ ଦେଇଛନ୍ତି । ଭିଡିଓ ବାର୍ତ୍ତା ମାଧ୍ୟମରେ କଣ କହୁଛନ୍ତି ବ୍ରହ୍ମପୁର ସାଂସଦ ଆସନ୍ତୁ ଶୁଣିବା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.