ETV Bharat / city

ତପ୍ତପାଣି ଘାଟିରେ ଓଲଟିଲା ପିକନିକ ବସ୍‌: ଜଣେ ମୃତ, 8 ଗୁରୁତର - ତପ୍ତପାଣି ଘାଟିରେ ପିକନିକ ବସ ଓଲଟି

ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ହୋଇଛି ଏକ ପିକନିକ ବସ୍‌ । ଘାଟିରେ ବସ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 8 ଜଣ ଗୁରୁତର ହୋଇଥିବା ଜଣା ପଡିଛି ।

picnic bus turnover in taptapani ghati, picnic bus turnover, berhampur latetst accident news, ବ୍ରହ୍ମପୁର ଲାଟେଷ୍ଟ ଦୁର୍ଘଟଣା ଖବର, ତପ୍ତପାଣି ଘାଟିରେ ପିକନିକ ବସ ଓଲଟି, ପିକନିକ ବସ ଓଲଟି
ତପ୍ତପାଣି ଘାଟିରେ ଓଲଟିଲା ପିକନିକ ବସ୍‌
author img

By

Published : Dec 16, 2019, 4:36 AM IST

ବ୍ରହ୍ମପୁର: ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ହୋଇଛି ଏକ ପିକନିକ ବସ୍‌ । ଘାଟିରେ ବସ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 8 ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଘାଟି ଦେଇ ଯାଉଥିବା ସମୟରେ ଏକ ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ବସଟି ଘାଟିରୁ ଓଲଟି ପଡିଥିଲା ।

ତପ୍ତପାଣି ଘାଟିରେ ଓଲଟିଲା ପିକନିକ ବସ୍‌

ଘଟଣାସ୍ଥଳରେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପିକନିକ ପାଇଁ ଆସିଥିବା 15 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣା ପଡିଛି । ତେବେ ମୃତକ ଜଣକ ହେଉଛନ୍ତି ପାଟପୁର ଥାନା ଅନ୍ତର୍ଗତ ଘଷିଆମ୍ବ ଗ୍ରାମର ଅନୁଜ ମଣ୍ଡଳ । ସେ ନୟାଗଡରୁ ପିକନିକ କରିବା ପାଇଁ ଗଜପତିର ଚନ୍ଦ୍ରଗିରି ଖସଡା ଆସିଥିଲେ । ହେଲେ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର କରି ଆହତମାନଙ୍କୁ ତୁରନ୍ତ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯିବା ସହ ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ରାତ୍ର ସମୟରେ ଏକ ପିକନିକ ବସ୍ ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଗୁରୁତ୍ତର ଆହାତ ହୋଇଛନ୍ତି ।ଏକ ମୋଟର ସାଇକେଲ କୁ ଧକ୍କା ଦେବା ଫଳରେ ବସର ଡ୍ରାଇଭର ଭାରସାମ୍ୟ ହରାଇ ଘାଟିକୁ ପିକନିକ୍ ବସଟି ଓଲଟି ପଡିଥିବା ଜଣାପଡିଛି । ଘଟଣାସ୍ଥଳ ରେ ମୋଟର ସାଇକେଲ ଚାଳକଙ୍କ ମୃତ ହୋଇଥିବା ବେଳେ ପିକ୍‌ନିକ ପାଇଁ ଆସିଥିବା 15 ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 8 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଇଛି । ମୃତକ ହେଲେ ପାଟପୁର ଥାନା ଅନ୍ତର୍ଗତ ଘଷିଆମ୍ବ ଗ୍ରାମର ଅନୁଜ ମଣ୍ଡଳ ବୋଲି ଜଣାପଡିଥିବା ବେଳେ ନୟାଗଡ ‌ଜିଲ୍ଲାରୁ ପିକନିକ୍ କରିବା ପାଇଁ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଖସଡା ଆସି ଫେରୁଥିବା ସମୟରେ ତପ୍ତପାଣି ଘାଟିରେ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ଙ୍କୁ ଉଦ୍ଧାର କରିବା ସହ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଜାରି ରହିଛି ।ସେପଟେ ଗୁରୁତ୍ତର କୁ ଚିକିସା ପରେ ବ୍ରହ୍ମପୁର ଏମ୍.କେ.ସି.ଜି କୁ ପଠାଯାଇଛି ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.