ETV Bharat / city

ଋଷ ରାଷ୍ଟ୍ରପତିଙ୍କ ଠୁ ପ୍ରଶଂସା ସାଉଁଟିଥିବା ବିଶ୍ବନାଥଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା - p. biswanath facilitate

ଋଷରେ ଆୟୋଜିତ ଡିପ ଟେକ୍ନୋଲୋଜି ଏଜୁକେସନାଲ୍ ପ୍ରୋଗ୍ରାମରେ ଯୋଗ ଦେଇ ଋଷ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଣ୍ଟିଥିବା ପି.ବିଶ୍ବନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

p. biswanath facilitate
ବିଶ୍ବନାଥଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା
author img

By

Published : Dec 18, 2019, 10:30 PM IST

ବ୍ରହ୍ମପୁର: ଋଷ ରାଷ୍ଟ୍ରପତିଙ୍କ ଠୁ ପ୍ରଶଂସା ସାଉଣ୍ଟିଥିବା ବିଶ୍ବନାଥଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧିତ କରାଯାଇଛି । ବ୍ରହ୍ମପୁର ବିଧାୟକ ଓ ସାଂସଦ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବ୍ରହ୍ମପୁର ପୁଅ ପି.ବିଶ୍ବନାଥ ଋଷର ସୋଚି ସହରରେ ଆୟୋଜିତ ଡିପ ଟେକ୍ନୋଲୋଜି ଏଜୁକେସନାଲ୍ ପ୍ରୋଗ୍ରାମରେ ଯୋଗ ଦେଇ ଋଷ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଣ୍ଟିଥିଲେ ।

ଋଷ ରାଷ୍ଟ୍ରପତିଙ୍କ ଠୁ ପ୍ରଶଂସା ସାଉଁଟିଥିବା ବିଶ୍ବନାଥଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ବିଶ୍ବନାଥ କ୍ଲିନ ଏନର୍ଜି ପ୍ରକଳ୍ପ ମାଧ୍ୟମରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏପରିକି ଉକ୍ତ କାର୍ଯ୍ୟକ୍ରମରେ ନ୍ୟୁକ୍ଲିୟର ବ୍ୟାଟେରି ମାଧ୍ୟମରେ ପୃଥିବୀର ଯେ କୌଣସି ସ୍ଥାନରୁ କିଭଳି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ ଏବଂ ତାହାକୁ କୃଷି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏହାସହ ସମୁଦ୍ର ଜଳକୁ ମଧୁର ଜଳରେ ରୂପାନ୍ତରିତ କରାଯାଇପାରିବ ସେନେଇ ଏକ ପ୍ରକଳ୍ପ ଉପସ୍ଥାପନ କରିଥିଲେ ସେ । ସେହି ପ୍ରକଳ୍ପକୁ ବିଧାୟକ ଓ ସାସଂଦଙ୍କ ସମ୍ମୁଖରେ ମଧ୍ୟ ଉପସ୍ଥାପନ କରିଥିଲେ ।

ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଋଷର ସୋଚି ସହରରେ ଅନୁଷ୍ଠିତ ହୋଇଥିବା ଡିପ ଟେକ୍ନୋଲୋଜି ଏଜୁକେସନାଲ୍ ପ୍ରୋଗ୍ରାମ ରେ ଯୋଗ ଦେଇ ଋଷ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଣ୍ଟିଥିବା ପି.ବିଶ୍ୱନାଥ ପାତ୍ର ଙ୍କୁ ବ୍ରହ୍ମପୁର ସହରରେ ସମ୍ୱର୍ଦ୍ଧିତ କରିଛନ୍ତି ସ୍ଥାନୀୟ ସାଂସଦ ଓ ବିଧାୟକ । ବ୍ରହ୍ମପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ରେ ଅଧ୍ୟୟନରତ ଥିବା ଛାତ୍ର ବିଶ୍ୱନାଥ କ୍ଲିନି ଏନର୍ଜି ପ୍ରକଳ୍ପ ମାଧ୍ୟମରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏପରିକି ଉକ୍ତ କାର୍ଯ୍ୟକ୍ରମରେ ନ୍ୟୁକ୍ଲିୟର ବ୍ୟାଟେରି ମାଧ୍ୟମରେ ପୃଥିବୀର ଯେ କୌଣସି ସ୍ଥାନରୁ କିଭଳି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ ଏବଂ ତାହାକୁ କୃଷି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ସହ ସମୁଦ୍ର ଜଳକୁ ମଧୁର ଜଳ ରୂପାନ୍ତରିତ କରାଯାଇପାରିବ ସେ ନେଇ କିଭଳି ଛାତ୍ର ଜଣଙ୍କ ପ୍ରକଳ୍ପ କୁ ଉପସ୍ଥାପନ କରିଥିଲେ ତାହାକୁ ବିଧାୟକ ଓ ସାସଂଦ ଙ୍କ ସମୁଖରେ ଉପସ୍ଥାପନ କରିଥିଲେ । ସମ୍ୱର୍ଦ୍ଧିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ସମେତ ଫୋରମ ଫର୍ ଗଞ୍ଜାମ ର ସଭାପତି ସୁଧିର ରାଉତ ଙ୍କ ସମେତ ସହରର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । Body:ବାଇଟ୍- ଚନ୍ଦ୍ର ଶେଖର ସାହୁ(ସାଂସଦ-ବ୍ରହ୍ମପୁର)
ବାଇଟ୍- ବିକ୍ରମ କୁମାର ପଣ୍ଡା(ବିଧାୟକ-ବ୍ରହ୍ମପୁର)

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.