ETV Bharat / city

'ଦାଗ ଲାଗିଛି ଲିଭିଯିବ, ଦେଶ ପାଇଁ ମେଡାଲ ଜିତିବା ମୋ ଲକ୍ଷ୍ୟ' - ରବି କୁମାରଙ୍କ ପ୍ରତିକ୍ରିୟା

ଡୋପ୍ ଟେଷ୍ଟରେ ବିଫଳ ହେବାପରେ ୪ ବର୍ଷ ପାଇଁ ଭାରଉତ୍ତୋଳନକାରୀ ରବି କୁମାରଙ୍କୁ ବାସନ୍ଦାଦେଶ ମିଳିଛି । ଏ ନେଇ କେ.ରବି କୁମାରଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ...

କେ.ରବି କୁମାର
author img

By

Published : Nov 5, 2019, 2:14 PM IST

Updated : Nov 5, 2019, 2:58 PM IST

ବ୍ରହ୍ମପୁର: ସିନିୟର ଚମ୍ପିଆନସିପ୍‌ ନ୍ୟାସନାଲ୍‌ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (NADA) ପକ୍ଷରୁ କରାଯାଇଥିବା ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆନ୍ତର୍ଜାତୀୟ ଭାରତ୍ତୋଳକ କେ.ରବି କୁମାରଙ୍କୁ NADA ପକ୍ଷରୁ ଚାରି ବର୍ଷ ପାଇଁ ବାସନ୍ଦ କରାଯାଇଛି ।

ଗତ ଫେବୃୟାରୀରେ ବିଶାଖାପାଟଣାରେ ହୋଇଥିବା ଡୋପ୍ ଟେଷ୍ଟରେ ରବି କୁମାରଙ୍କୁ ପଜିଟିଭ ଦର୍ଶାଯାଇଛି । ତେବେ NADAର ଏଭଳି ପଦକ୍ଷେପ ପରେ ୨୦୨୦ ଟୋକିଓ ଅଲିମ୍ପିକ ଖେଳିବାରୁ ବଞ୍ଚିତ ହେବା ନେଇ ସମ୍ଭାବାନ ସୃଷ୍ଟି ହୋଇଛି ।

କେ.ରବି କୁମାରଙ୍କ ସହ ସାକ୍ଷାତକାର

ବ୍ରହ୍ମପୁରର ପୁଅ ରବି କୁମାର ପୂର୍ବରୁ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିବା ସହ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେପଟେ ପୂର୍ବରୁ ଯେଉଁ ପ୍ରଡକ୍ଟ ବ୍ୟବହାର କରି ୨୦୧୮ ର ଡୋପ୍ ଟେଷ୍ଟରେ କୃତକାର୍ଯ୍ୟ ହୋଇଥିଲେ଼ ୨୦୧୯ ରେ ପ୍ରଡକ୍ଟ ବ୍ୟବହାର କରିବାକୁ ବେଆଇନ କରାଯାଇଛି । ଏନେଇ ସେ ପୂର୍ବରୁ ନାଡାର ପ୍ୟାନେଲର ଆଶ୍ରୟ ନେଇଥିବା ବେଳେ ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । ଏହି ଅବସରରେ ଭାରତ୍ତୋଳକ କେ.ରବି କୁମାର ଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗତ ଫେବୃୟାରୀ ମାସରେ ବିଶାଖପାଟଣା ଠାରେ ଆୟୋଜିତ ହୋଇଥିବା ସିନିୟର ଚାମ୍ପିଆନ୍ସ ସିଫ୍ ରେ ନ୍ୟାସନାଲ୍‌ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ପକ୍ଷରୁ କରାଯାଇଥିବା ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆନ୍ତର୍ଜାତୀୟ ଭାରତ୍ତୋଳକ କେ.ରବି କୁମାର ଙ୍କୁ ନାଡା ପକ୍ଷରୁ ଚାରି ବର୍ଷ ପାଇଁ ବାସନ୍ଦ କରାଯାଇଛି । ଡୋପ୍ ଟେଷ୍ଟରେ ପଜେଟିଭ ବାହାରିଥିବା ରବି ଙ୍କୁ ଏଭଳି ନାଡାର ପଦକ୍ଷେପ କୁ ପରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ଏକ ପ୍ରକାର ନିରାଶ ହୋଇପାରେ । ବ୍ରହ୍ମପୁର ମାଟିର ପୁଅ ରବି କୁମାର ପୂର୍ବରୁ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିବା ସହ ଅର୍ଜୁନ ପୁରସ୍କାର ଠାରୁ ଆରମ୍ଭ କରି ଅନେକ ସଫଳତା ପାଇଥିବା ଦେଖାଯାଇଥିଲା । ସେପଟେ ପୂର୍ବରୁ ଯେଉଁ ପ୍ରୋଡାକ୍ଟ ବ୍ୟବହାର କରି ପୂର୍ବରୁ ୨୦୧୮ ର ଡୋପ୍ ଟେଷ୍ଟରେ କୃତକାର୍ଯ୍ୟ ହୋଇଥିଲେ ସେହି ପ୍ରୋଡାକ୍ଟ ପଜେଟିଭ ବାହାରିଥିବା ସେହି ପ୍ରୋଡାକ୍ଟ କୁ ୨୦୧୯ ରେ ବେଆଇନ କରାଯିବାକୁ ନେଇ ସେ ପୂର୍ବରୁ ନାଡାର ପ୍ୟାନେଲର ଆଶ୍ରୟ ନେଇଥିବା ବେଳେ ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । ଏହି ଅବସରରେ ଭାରତ୍ତୋଳକ କେ.ରବି କୁମାର ଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ...
Body:ୱାନ୍ ଟୁ ୱାନ୍ -କେ.ରବି କୁମାର(ଆନ୍ତର୍ଜାତୀୟ ଭାରତ୍ତୋଳକ)

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
Last Updated : Nov 5, 2019, 2:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.