ETV Bharat / city

ତୃତୀୟ ଦିନରେ କେମିତି ଚାଲିଛି ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା...

author img

By

Published : Dec 3, 2019, 1:18 PM IST

ନୂତନ ଟ୍ରାଫିକ ନିୟମ ହେଲା କଡାକଡି । ତୃତୀୟ ଦିନରେ କିଭଳି ଚାଲିଛି ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ସେ ନେଇ ସ୍ଥିତି ପରଖିଛନ୍ତି ବ୍ରହ୍ମପୁର ସମ୍ବାଦଦାତା।

new-traffic-rule-in-berhampur-city-third-day
ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର : ନୂତନ ଟ୍ରାଫିକ ନିୟମ ହେଲା କଡାକଡି । ତୃତୀୟ ଦିନରେ କିଭଳି ଚାଲିଛି ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ସେ ନେଇ ସ୍ଥିତି ପରଖିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ତୃତୀୟ ଦିନରେ କିଭଳି ଚାଲିଛି ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା

ବ୍ରାହ୍ମପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକର ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣକୁ ନେଇ ପୋଲିସ ଓ ପ୍ରଶାସନକୁ ଚ୍ୟାଲେଞ୍ଜ ପାଲଟିଥାଏ । ନୂତନ ଟ୍ରାଫିକ ନିୟମ ହେଲା ପରେ ଲୋକ ମାନଙ୍କ ମଧ୍ୟରେ ଧୀରେ ଧୀରେ ସଚେତନତା ସୃଷ୍ଟି ହୋଇଛି ଲୋକମାନେ ହେଲମେଟ ବ୍ୟବହାର କରୁଛନ୍ତି । ଟ୍ରାଫିକ ପୋଲିସ ମଧ୍ୟ ସିସିଟିଭି ଦ୍ବାରା ନଜର ରଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

Intro:Body:ନୂତନ ଟ୍ରାଫିକ ନିୟମ କଡାକଡି ହେବା ପରେ ତୃତୀୟ ଦିନରେ କିଭଳି ଚାଲିଛି ବ୍ରହ୍ମପୁର ରେ ବ୍ୟବସ୍ଥା ସେ ନେଇ ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକରୁ ସହରବାସୀ ଏବଂ ଟ୍ରାଫିକ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ।
walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.